ଐତିହାସିକ କଟକ ବାଲିଯାତ୍ରା ୨୦୨୬ ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ଲଟ୍ ପଞ୍ଜୀକରଣ ପାଇଁ ଅନଲାଇନ୍ ଓ ଅଫଲାଇନ୍‌ରେ ବ୍ୟବସ୍ଥା କରାଯାଇଛି । ନଭେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ଲଟ୍ ନିଲାମ ହେବ । ସେହିପରି ନଭେମ୍ବର ୯ ଓ ୧୦ ତାରିଖରେ ସ୍ୱତନ୍ତ୍ର ନିଲାମ ଅନୁଷ୍ଠିତ ହେବ ।

By Nirvay

Leave a Reply

Your email address will not be published. Required fields are marked *