ତାଜା ଖବର ରାଜ୍ୟ Durga Puja 2026: ସିସିଟିଭି ନଜରରେ ରହିବ କଟକ ଦୁର୍ଗାପୂଜା: ଡିସିପି October 6, 2026 Papirani ଆଗାମୀ ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ କଟକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ…
ତାଜା ଖବର ରାଜ୍ୟ Ganesh Immersion Violence in Kataka: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ଉପରକୁ ଟେକାପଥର ମାଡ଼, IICଙ୍କ ସମେତ ୬ ଆହତ October 1, 2026 Papirani ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଡିଜେ ବଜାଇବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଶେଷରେ ହିଂସାକାଣ୍ଡର ରୂପ ନେଇଛି। ଘଟଣାସ୍ଥଳରେ…
ତାଜା ଖବର ରାଜ୍ୟ Ravenshaw University Hostel Ragging: ରେଭେନ୍ସା ଛାତ୍ରାବାସରେ ରାଗିଂ ଅଭିଯୋଗ September 29, 2026 Papirani କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପୁଣି ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଏକ ମୋବାଇଲ୍ ଗେମ୍ ବିବାଦକୁ କେନ୍ଦ୍ର କରି ଛାତ୍ରାବାସରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ମୋବାଇଲ୍ ଗେମ୍ ବିବାଦକୁ…
ଖେଳ ତାଜା ଖବର ରାଜ୍ୟ Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ September 20, 2026 Papirani ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍…
ତାଜା ଖବର ରାଜ୍ୟ Kataka Police Crack the Whip on Forced Donations: କଟକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ; ୩ ଜଣଙ୍କୁ ଗିରଫ କଲା ପୋଲିସ September 14, 2026 Papirani ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ଜୋର୍ଜବରଦସ୍ତି ଚାନ୍ଦା ଆଦାୟ ଓ ଦାଦାବଟି ବିରୋଧରେ କମିସନରେଟ୍ ପୁଲିସ ଆରମ୍ଭ କରିଛି ବଡ଼ ଅଭିଯାନ। ବଳପୂର୍ବକ ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ୩…
ତାଜା ଖବର ରାଜ୍ୟ BJP Leader Lalatendu Badhu’s Car Accident: ବିଜେପି ନେତା ଲଲାଟେନ୍ଦୁ ବଡୁଙ୍କ ଗାଡ଼ି ଧକ୍କାରେ ୩ ଆହତ September 7, 2026 Papirani କଟକ ମେରିଆ ବଜାରରେ ବିଜେପି ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲଲାଟେନ୍ଦୁ ବଡୁଙ୍କ ଗାଡ଼ି ଧକ୍କାରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…
ତାଜା ଖବର ରାଜନୀତି ରାଜ୍ୟ BJP State Executive Committee Meeting: ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ September 6, 2026 Papirani ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କଟକଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିବସରେ ଆଜି ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ.ସନ୍ତୋଷ କହିଛନ୍ତି ଯେ, ବିଜେପିର ମୂଳମନ୍ତ୍ର ହେଉଛି ସେବା…
ତାଜା ଖବର ରାଜ୍ୟ BJP Odisha Executive Meeting: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ; ବିରୋଧୀଙ୍କୁ ଟାର୍ଗେଟ୍ ସହ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ September 6, 2026 Papirani କଟକଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ସଫଳତାର ସହ ଶେଷ ହୋଇଛି। ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ…
ତାଜା ଖବର ରାଜ୍ୟ Ruchi Pratibha Samman: ସେପ୍ଟେମ୍ବର ୧୨ରେ ‘ରୁଚି ପ୍ରତିଭା ସମ୍ମାନ’: ସମ୍ମାନିତ ହେବେ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ଟପର ଛାତ୍ରଛାତ୍ରୀ September 6, 2026 Papirani ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ରୁଚି ପ୍ରତିଭା ଫାଉଣ୍ଡେସନ ତରଫରୁ ‘ରୁଚି ପ୍ରତିଭା ସମ୍ମାନ ସମାରୋହ’ ଅନୁଷ୍ଠିତ ହେବାକୁ ଯାଉଛି। କଟକ ଶହୀଦ ଭବନରେ ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ ଉତ୍ସବରେ ପ୍ରସିଦ୍ଧ ଆଦିବାସୀ ଶିକ୍ଷାବିତ୍ ପଦ୍ମଶ୍ରୀ ଚରଣ ହେମ୍ବ୍ରମ୍,…
ତାଜା ଖବର ରାଜନୀତି ରାଜ୍ୟ Odisha BJP State Executive Meeting: ଆଜି ବିଜେପି କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ September 6, 2026 Papirani କଟକଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ସଫଳତାର ସହ ଶେଷ ହେବାକୁ ଯାଉଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତ ହେଉଛି ଦଳ। ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ…