ତାଜା ଖବର ରାଜ୍ୟ Traffic Guidelines for Kataka Durga Puja: କଟକରେ ଦୁର୍ଗାପୂଜା ପାଇଁ ଟ୍ରାଫିକ ମାର୍ଗଦର୍ଶିକା ଜାରି: ୧୬ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ବଳବତ୍ତର October 16, 2026 Nirvay ଆସନ୍ତା ଦୁର୍ଗାପୂଜା ଉତ୍ସବକୁ ଦୃଷ୍ଟିରେ ରଖି କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ସର୍ବସାଧାରଣଙ୍କ ଅବଗତି…
ତାଜା ଖବର ରାଜ୍ୟ Kataka Durga Puja 2026: ଦୁର୍ଗାପୂଜା ପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ October 16, 2026 Papirani ଚଳିତ ବର୍ଷ ଦଶହରା ଓ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯିବ…
ତାଜା ଖବର ରାଜ୍ୟ Mahanadi Riverfront Project in kataka: ୨ ବର୍ଷ ଭିତରେ ମହାନଦୀ ରିଭର ଫ୍ରଣ୍ଟ ସହ କଟକର ହେବ ପୂର୍ଣ୍ଣାଙ୍ଗ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା October 14, 2026 Papirani ସିଲଭର ସିଟି କଟକର ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଏକ ନୂଆ ଦିଗଦର୍ଶନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ଐତିହାସିକ ସାହି-ମହଲାରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀଗୁଡ଼ିକର…
ତାଜା ଖବର ରାଜ୍ୟ Kataka Bali Yatra: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟାନ ହେଲା ପ୍ଲାଷ୍ଟିକ୍; ଶାଳପତ୍ର ଖଲି ବ୍ୟବହାର ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ October 13, 2026 Papirani ଐତିହାସିକ କଟକ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏଥି ସହିତ…
ତାଜା ଖବର ରାଜ୍ୟ Kataka Gas Pipeline Fire: କଟକ ସିଡିଏରେ ବଡ଼ ଧରଣର ଅଗ୍ନିକାଣ୍ଡ: ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଲାଗିଲା ଭୟଙ୍କର ନିଆଁ October 13, 2026 Papirani କଟକ ସହରର CDA ସେକ୍ଟର-୧୦ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିକଟରେ ବିଛାଯାଇଥିବା ମାଟିତଳ ପାଇପ୍ ନାଚୁରାଲ ଗ୍ୟାସ ପାଇପଲାଇନ୍ରେ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ନିକଟରେ…
ତାଜା ଖବର ରାଜ୍ୟ 100+ Plots Registered for Bali Jatra: କଟକ ବାଲିଯାତ୍ରା ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ October 12, 2026 Nirvay ଐତିହାସିକ କଟକ ବାଲିଯାତ୍ରା ୨୦୨୬ ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ଲଟ୍ ପଞ୍ଜୀକରଣ ପାଇଁ ଅନଲାଇନ୍ ଓ ଅଫଲାଇନ୍ରେ ବ୍ୟବସ୍ଥା କରାଯାଇଛି । ନଭେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ…
ତାଜା ଖବର ରାଜ୍ୟ Banki College Bombing: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ବୋମାମାଡ଼ October 11, 2026 Papirani କଟକ ଜିଲ୍ଲା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ କ୍ୟାମ୍ପସ ଭିତରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବିସ୍ଫୋରଣ ଫଳରେ କଲେଜର କିଛି କାନ୍ଥ ଭୁଶୁଡ଼ି ପଡ଼ିବା ସହ ଝରକା,…
ତାଜା ଖବର ରାଜ୍ୟ Durga Puja 2026: ସିସିଟିଭି ନଜରରେ ରହିବ କଟକ ଦୁର୍ଗାପୂଜା: ଡିସିପି October 6, 2026 Papirani ଆଗାମୀ ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ କଟକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ…
ତାଜା ଖବର ରାଜ୍ୟ Ganesh Immersion Violence in Kataka: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ ଉପରକୁ ଟେକାପଥର ମାଡ଼, IICଙ୍କ ସମେତ ୬ ଆହତ October 1, 2026 Papirani ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଡିଜେ ବଜାଇବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଶେଷରେ ହିଂସାକାଣ୍ଡର ରୂପ ନେଇଛି। ଘଟଣାସ୍ଥଳରେ…
ତାଜା ଖବର ରାଜ୍ୟ Ravenshaw University Hostel Ragging: ରେଭେନ୍ସା ଛାତ୍ରାବାସରେ ରାଗିଂ ଅଭିଯୋଗ September 29, 2026 Papirani କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପୁଣି ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଏକ ମୋବାଇଲ୍ ଗେମ୍ ବିବାଦକୁ କେନ୍ଦ୍ର କରି ଛାତ୍ରାବାସରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ମୋବାଇଲ୍ ଗେମ୍ ବିବାଦକୁ…