କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପୁଣି ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଏକ ମୋବାଇଲ୍ ଗେମ୍ ବିବାଦକୁ କେନ୍ଦ୍ର କରି ଛାତ୍ରାବାସରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ମୋବାଇଲ୍ ଗେମ୍ ବିବାଦକୁ କେନ୍ଦ୍ର କରି ଛାତ୍ରାବାସରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୀଡ଼ିତ ଛାତ୍ରଜଣକ ବିଶ୍ୱବିଦ୍ୟାଳୟର ଆଣ୍ଟି ରାଗିଂ ସେଲ୍ ରେ ଅଭିଯୋଗ ଦାଖଲ କରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆଣ୍ଟି ରାଗିଂ ସେଲ୍ ଏହାର ତଦନ୍ତ ଆରମ୍ଭ କରିଛି। Post navigation Oct 8 Odisha Bandh: ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ High-Profile Meeting At CM’s Residence: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ: ପହଞ୍ଚିଲେ ମନ୍ତ୍ରୀ ଓ ୫୦ରୁ ଊର୍ଦ୍ଧ୍ୱ ବିଧାୟକ