ତାଜା ଖବର ରାଜନୀତି ରାଜ୍ୟ Ravenshaw Controversy: ରେଭେନ୍ସାରେ ୱାର୍ଡେନ ବଦଳି ଘଟଣା; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାମଲାକୁ ଚାପି ଦେବାକୁ ଉଦ୍ୟମ ହୋଇଛି: ବିଜେଡି August 13, 2026 Papirani ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବଦଳି ନିଷ୍ପତ୍ତିକୁ ନେଇ ଏବେ ରାଜନୀତି ଗରମ ହେବାରେ ଲାଗିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖ୍ୟ ୱାର୍ଡେନଙ୍କ ସମେତ ବିଭିନ୍ନ ହଷ୍ଟେଲର ୩୦ ଜଣ ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କୁ ବଦଳି କରାଯିବା ନିଷ୍ପତ୍ତିକୁ…
ତାଜା ଖବର ରାଜ୍ୟ Ravenshaw University Hostel Row: ରେଭେନ୍ସା ବିଶ୍ୱବିଦ୍ୟାଳୟର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କଟକ ସଦର ବିଧାୟକ August 5, 2026 Papirani ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ପରିଚାଳନାକୁ ନେଇ ବିବାଦ ତୀବ୍ର ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ (HOD) ଏବଂ ମୁଖ୍ୟ ୱାର୍ଡେନ୍ ଡଃ ସୁଦର୍ଶନ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ସଦର ବିଧାୟକ ତଥା…
ତାଜା ଖବର ରାଜ୍ୟ Ravenshaw Hostel Mass Resignation: ରେଭେନ୍ସାରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ: ବିଧାୟକଙ୍କ ଆଚରଣ ପାଇଁ ୱାର୍ଡେନ୍ଙ୍କ ସମୂହ ଇସ୍ତଫା August 5, 2026 Papirani ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନର ସ୍ୱାଧୀନତା ଓ ଆକାଡେମିକ୍ ପରିବେଶକୁ ନେଇ ବଡ଼ ବିବାଦ ଉପୁଜିଛି। କଟକ ସଦର ବିଧାୟକ ଡଃ ପ୍ରକାଶ ଚନ୍ଦ୍ର ସେଠୀ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ପ୍ରତି କରିଥିବା ଅଶୋଭନୀୟ ଆଚରଣ ଓ ଦୁର୍ବ୍ୟବହାର…
ତାଜା ଖବର ରାଜ୍ୟ ରାଗିଂ ଘଟଣା: ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର July 22, 2025 Papirani ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର । ରାଗିଂ ଘଟଣାକୁ ନେଇ ହୋଇଥିବା ନିଲମ୍ବନ ଆଦେଶ ଉଠିଲା ।ରାଗିଂ ଘଟଣାକୁ ଅସ୍ବୀକାର କରି ଧାରଣା ଦେଇଥିଲେ ଉଭୟ ଗୋଷ୍ଠୀ ଛାତ୍ର । ଏହା ସହ ହଷ୍ଟେଲ ୱାର୍ଡେନ ନିଲମ୍ବନ ପ୍ରତ୍ୟାହାର…
ତାଜା ଖବର ରାଜ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ମାମଲା: ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ July 21, 2025 Papirani ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଅନ୍ତେବାସୀଙ୍କୁ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ । ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ ଅଭିଯୋଗ ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ ନିଆଗଲା…
ରାଜ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ July 18, 2025 Nirvay ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ କରିଦିଆଯାଇଛି । ସନ୍ଧ୍ୟା ସାଢ଼େ ୫ଟା ପରେ ଅଧ୍ୟାପିକା,…
ତାଜା ଖବର ରାଜ୍ୟ ବଦଳିବନି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ March 7, 2025 Papirani ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ଆଜି ଗୃହରେ ଉଠିଲା ରେଭେନ୍ସା କଲେଜର ନାମ ପରିବର୍ତ୍ତନ ପ୍ରସଙ୍ଗ । ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ଆଜି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ…
ତାଜା ଖବର ରାଜ୍ୟ ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି September 29, 2024 Nirvay ହଜାରେ ବର୍ଷର ପୁରୁଣା ସହର କଟକରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ ରେଭେନ୍ସା କଲେଜକୁ ‘କଟକ କଲେଜ’ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ଶାସନ ହାତରେ ଦୀର୍ଘଦିନ ପରାଧୀନ ରହିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ନିର୍ଯାତନା ସହୁଥିଲେ ଓଡ଼ିଶାବାସୀ।…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେବା ଆବଶ୍ୟକ: ଭର୍ତ୍ତୃହରି ମହତାବ September 13, 2024 Papirani ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଜୋର ଧରିଛି ବିବାଦ। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ ଆଲୋଚନା ଚକ୍ରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ଭର୍ତ୍ତୃହରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ; ନାମକୁ ନେଇ ଏତେ ରାଗ କାହିଁକି : ସୌମ୍ୟରଞ୍ଜନ ପଟ୍ଟନାୟକ September 10, 2024 Papirani ରେଭେନ୍ସା ନାମ ପରିବର୍ତ୍ତନ ନେଇ ରାଜ୍ୟରେ ଦିନକୁ ଦିନ ତେଜୁଛି ରାଜନୀତି । ଆଜି ରେଭେନ୍ସା ନାମ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମର ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ…