ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ନାଁ ପରିବର୍ତ୍ତନ ହେବାକୁ ଦିଆଯିବନି କହିଲେ ପୁରାତନ ଛାତ୍ରଛାତ୍ରୀ September 6, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱରରେ ଆୟୋଜିତ ଗୋଲ ଟେବୁଲ ବୈଠକରେ ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନେ କହିଛନ୍ତି, ରେଭେନ୍ସାର ନାଁ ପରିବର୍ତ୍ତନ ହେବନି। ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ: ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ନେତା September 5, 2024 Papirani କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଇଥିବା ବୟାନକୁ ନେଇ ଦିନକୁ ଦିନ ସରଗରମ ହେଉଛି ରାଜନୀତି । ଆଜି ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗକୁ ଉଠାଇଲେ ବିରୋଧୀଦଳ ନେତା । ରେଭେନ୍ସା ପ୍ରସଙ୍ଗରେ ବିଜେଡି…
ତାଜା ଖବର ରାଜ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶ ଉପରେ ପ୍ରତିବନ୍ଧକ September 5, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୬ଟା ପରେ ବିଶ୍ୱବିଦ୍ୟାଳୟ ପରିସରରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରୋକ୍ଟୋରିଆଲ୍ ବୋର୍ଡ ବୈଠକରେ କମିଟି ନିମ୍ନଲିଖିତ ନିଷ୍ପତ୍ତି ସ୍ଥିର କରିଛି। ସନ୍ଧ୍ୟା…
ତାଜା ଖବର ରାଜ୍ୟ ରେଭେନ୍ସା ପ୍ରସଙ୍ଗରେ ଚର୍ଚ୍ଚାର ଆବଶ୍ୟକତା ଅଛି; କେ.ଭି ସିଂଦେଓ September 1, 2024 Nirvay ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ମତ। କିନ୍ତୁ ଏହା ବିତର୍କର ପ୍ରସଙ୍ଗ, ଚର୍ଚ୍ଚାର ଆବଶ୍ୟକତା ଅଛି।
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ପ୍ରସଙ୍ଗ; ବିଜେଡିକୁ କାଉଣ୍ଟର କଲା ବିଜେପି September 1, 2024 Nirvay ରେଭେନ୍ସା ପ୍ରସଙ୍ଗରେ ବିଜେଡିର ଲେନିନ ମହାନ୍ତି ଧର୍ମେନ୍ଦ୍ରଙ୍କ ଉପରେ ବର୍ଷୀବା ପରେ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି। ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। କେତେ ଦିନ ଧରି ଉପନିବେଶବାଦର ଲିଗାସି…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳିବା ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି September 1, 2024 Nirvay ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ନାଁ ବଦଳିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ August 31, 2024 Papirani ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ…