ତାଜା ଖବର ରାଜ୍ୟ 100+ Plots Registered for Bali Jatra: କଟକ ବାଲିଯାତ୍ରା ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ October 12, 2026 Nirvay ଐତିହାସିକ କଟକ ବାଲିଯାତ୍ରା ୨୦୨୬ ପାଇଁ ୧୦୦ରୁ ଅଧିକ ପ୍ଲଟ୍ ପଞ୍ଜୀକରଣ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ଲଟ୍ ପଞ୍ଜୀକରଣ ପାଇଁ ଅନଲାଇନ୍ ଓ ଅଫଲାଇନ୍ରେ ବ୍ୟବସ୍ଥା କରାଯାଇଛି । ନଭେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ…