ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ସଫଳତା ଓ ବିବରଣୀ ସମ୍ପର୍କରେ ୬୦ ପୃଷ୍ଠାର  ରିପୋର୍ଟ କାର୍ଡ଼ ଜାରି କରିଛନ୍ତି। ଏହି ରିପୋର୍ଟ କାର୍ଡ଼ ମାଧ୍ୟମରେ ସେ ନିଜ ସଂସଦୀୟ କ୍ଷେତ୍ରରେ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି।

Leave a Reply

Your email address will not be published. Required fields are marked *