ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ କଟକ ଆରଟିଓ ଏବଂ ଓଡ଼ିଶା ମୋଟର ଯାନ ବିଭାଗ (OMVD) ପକ୍ଷରୁ ଏକ ବଡ଼ ଧରଣର ଯାଞ୍ଚ ଅଭିଯାନ କରାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାତାୟାତ କରୁଥିବା ଅଭିଯୋଗରେ ବାଙ୍କୀ ଅଞ୍ଚଳରୁ ୩ଟି ସ୍କୁଲ ବସ୍‌କୁ ଜବତ କରାଯାଇଛି। ଚେକିଂ ସମୟରେ ବୈଧ ପରମିଟ୍ ଏବଂ ଫିଟନେସ୍ ସାର୍ଟିଫିକେଟ୍ ନଥାଇ ଚାଲୁଥିବା ୩ଟି ଘରୋଇ ସ୍କୁଲ ବସ‌କୁ ଅଧିକାରୀମାନେ ଜବତ କରିଛନ୍ତି।

 

 

Leave a Reply

Your email address will not be published. Required fields are marked *