ତାଜା ଖବର ରାଜ୍ୟ 3 School Buses Seized in Banki: ବାଙ୍କୀରେ ୩ଟି ସ୍କୁଲ ବସ୍ ଜବତ; ନଥିଲା ବୈଧ ପରମିଟ୍ ଓ ଫିଟନେସ୍ ସାର୍ଟିଫିକେଟ୍ August 24, 2026 Papirani ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ କଟକ ଆରଟିଓ ଏବଂ ଓଡ଼ିଶା ମୋଟର ଯାନ ବିଭାଗ (OMVD) ପକ୍ଷରୁ ଏକ ବଡ଼ ଧରଣର ଯାଞ୍ଚ ଅଭିଯାନ କରାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାତାୟାତ କରୁଥିବା ଅଭିଯୋଗରେ ବାଙ୍କୀ ଅଞ୍ଚଳରୁ ୩ଟି…