Month: November 2026

Tribal Youth Assaulted Over Cow Protection: ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରିଲେ ୫ ହଜାରରୁ ଅଧିକ ଆଦିବାସୀ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଝାରବେଡା ଅଞ୍ଚଳରେ ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ପ୍ରତିବାଦରେ ଆଜି ୫ ହଜାରରୁ ଅଧିକ ଆଦିବାସୀ କୋଇଡା ଥାନା ଅଫିସ୍ ଘେରିଛନ୍ତି। ସୂଚନା ଅନୁଯାୟୀ; ଗୋ ରକ୍ଷା ନାମରେ ୨ ଦିନ…

9 Killed as Private Jet Crashes into Residential Area in Florida

अमेरिका के फ्लोरिडा में रिहायशी इलाके में निजी विमान दुर्घटनाग्रस्त, 9 लोगों की मौत

रविवार को ऑस्टिन, टेक्सास से बहामास जा रहा एक निजी ‘लियरजेट 60’ विमान, जिसमें नौ लोग सवार थे, फ्लोरिडा के वेस्ट पाम बीच इलाके में दुर्घटनाग्रस्त हो गया। विमान के…

ACF Soumya Ranjan Death Case: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ

ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି ଏସ୍.ଡି.ଜେ.ଏମ୍. କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ…

Severe Cyclonic Storm ‘Murasu’ Likely to Cross Andhra Pradesh Coast Tonight

भीषण चक्रवाती तूफान ‘मुरासु’ के आज रात आंध्र प्रदेश तट से टकराने की संभावना

भारतीय मौसम विभाग (IMD) ने सोमवार को बताया कि बंगाल की खाड़ी में बना चक्रवाती तूफान ‘मुरासु’ अब एक भीषण चक्रवाती तूफान में बदल गया है। इसके मंगलवार तड़के आंध्र…

Gajapati Omitted from Relief Press Release: ବାତ୍ୟା ରିଲିଫ୍ ପ୍ୟାକେଜ୍ ପ୍ରସଙ୍ଗ: ଏସଆରସି ତାଲିକାରୁ ଗଜପତି ବାଦ୍ ପଡ଼ିବାରୁ ପ୍ରଦୀପ ପାଣିଗ୍ରାହୀଙ୍କ ଅସନ୍ତୋଷ

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସହାୟତା ପ୍ୟାକେଜ୍ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ନେଇ ଏବେ ତୀବ୍ର ଅସନ୍ତୋଷ…

Odisha CM to Visit Delhi Today: ଆଜି ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ଦିଲ୍ଲୀ ଗସ୍ତ

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି ଗସ୍ତ ସମୟରେ ସେ କେନ୍ଦ୍ରୀୟ ରାଜଧାନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ…

Cyclone ‘Arnab’ Relief: ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ପ୍ରଭାବିତ…

Cyclone ‘Arnab’ Impact: ବାତ୍ୟା ଅର୍ଣ୍ଣବ ପ୍ରଭାବ: ନଭେମ୍ବର ୨ରୁ ଓଡ଼ିଶା ଗସ୍ତ କରିବ ୮ ଜଣିଆ କେନ୍ଦ୍ରୀୟ ଟିମ୍

ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଓ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତା ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିବ…

Bhanjanagar Gidipabali Landslide: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣା; ୨ ମୃତଦେହ ଉଦ୍ଧାର

ଭଞ୍ଜନଗର ଅନ୍ତର୍ଗତ ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଶଢ଼ଙ୍ଗୀ । ସେ କହିଛନ୍ତି ଯେ ଘଟଣାସ୍ଥଳରୁ ମୋଟ ୨ ଜଣଙ୍କ ମୃତଦେହ ମିଳିସାରିଥିବାବେଳେ ସମସ୍ତଙ୍କର ପରିଚୟ ଚିହ୍ନଟ…

BJP Targets Congress and INDIA Bloc: ଦେଶରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ କରୁଛି ଷଡ଼ଯନ୍ତ୍ର: ଅନୀଲ ବିଶ୍ୱାଳ

ଦେଶରେ ଅରାଜକତା ସୃଷ୍ଟି ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରିବା ପାଇଁ କଂଗ୍ରେସ ଦଳ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରାଯାଉଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ପ୍ରେସ ବାର୍ତ୍ତାରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ…