Month: November 2026

Brahmapur Water Crisis: ବାତ୍ୟା ପରେ ବ୍ରହ୍ମପୁରରେ ପାନୀୟ ଜଳ ସଙ୍କଟ: ସୁଧାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଜରୁରୀକାଳୀନ ପଦକ୍ଷେପ

ସାମୁଦ୍ରିକ ଝଡ଼ ବାତ୍ୟା ପ୍ରଭାବରେ ବ୍ରହ୍ମପୁର ସହରରେ ସୃଷ୍ଟି ହୋଇଥିବା ଜଳ ସଙ୍କଟର ସ୍ଥାୟୀ ପ୍ରତିକାର ତଥା ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ…