Day: 13 May 2024

କାର୍ଯ୍ୟରେ ଅବହେଳା ଗିରଫ ହେବେ ୨ ପୋଲିଂ ଅଧିକାରୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁଇ ପୋଲିଂ ଅଧିକାରୀଙ୍କ ଉପରେ କାର୍ଯ୍ୟରେ ଅବହେଳା କାରଣରୁ କାର୍ଯ୍ୟନୁଷ୍ଠାନ ଆରମ୍ଭ କରାଯାଇଛି। ଛତ୍ରପୁରର ବୁଥ ନଂ ଏକ ୨୭ ଓ ୧୬୩ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇ ଗିରଫ କରାଯିବା ନିର୍ଦେଶ…

୨୫ ବର୍ଷର କୁଶାସନରେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବାକୁ ପଡ଼ୁଛି: ସତ୍ୟବ୍ରତ ପଣ୍ଡା

ବଲାଙ୍ଗିର: ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଲଜୀ…

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି

ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି। ଗଜପତିରେ ୪୫.୨୯%,ଗଞ୍ଜାମରେ ୪୪.୩୯%, ନୂଆପଡ଼ାରେ ୫୮.୨୫%, କଳାହାଣ୍ଡିରେ ୫୭.୯୧%,କୋରାପୁଟରେ ୫୩.୨୭%, ମାଲକାନଗିରିରେ ୫୩.୬୪%, ନବରଙ୍ଗପୁରରେ ୫୬.୭୬%, ରାୟଗଡ଼ାରେ ୫୩.୬୦% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

ଭୋଟରଙ୍କୁ ଚାପୁଡ଼ା ମାରିବା ବିଧାୟକଙ୍କୁ ପଡିଲା ମହଙ୍ଗା

ଆନ୍ଧ୍ରପ୍ରଦେଶ : ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏହା ମଧ୍ୟ ଦେଖାଯାଇଛି…

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି

କଟକ : ପୁଣି ବଢ଼ିଛି ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ଗିରଫ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଅନୁଭବଙ୍କ ନାଁରେ (NBW) ଜାମିନୀ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି କୋର୍ଟ । ତାଙ୍କ…

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ, ଆଗରେ ଅଛି ନବରଙ୍ଗପୁର

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି। ଗଜପତିରେ ୪୦.୬୦%,ଗଞ୍ଜାମରେ ୩୨.୬୬%, ନୂଆପଡ଼ାରେ ୪୩.୧୩%, କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%, ମାଲକାନଗିରିରେ ୩୯.୯୦%, ନବରଙ୍ଗପୁରରେ ୪୪.୧୯%, ରାୟଗଡ଼ାରେ ୩୬.୧୧% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ…

କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ: ସକାଳ ୧୧ଟା ସୁଦ୍ଧା ୨୩.୨୮%

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍‌ ମିଟରେ କହିଛନ୍ତି, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା…

ଆଜି କୋଟିଆରେ ନିର୍ବାଚନ ପାଇଁ ଚାଲିଛି ମତଦାନ

ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଆଜି କୋଟିଆରେ ମଧ୍ୟ ଶାନ୍ତିଶୁଙ୍ଖଳାରେ ଚାଲିଛି ନିର୍ବାଚନ ପାଇଁ ଭୋଟ | ସମସ୍ତ ଆଶଙ୍କାକୁ ବିରୋଧ କରି କୋଟିଆର ଲୋକେ ଆଜି ଭୋଟ୍ ଦେଉଛନ୍ତି…