Day: 15 May 2024

ପୋଷ୍ଟର ମରାକୁ କେନ୍ଦ୍ର କରି ରାଜନୈତିକ ହିଂସା

ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ହନୁମାନ ମନ୍ଦିର ନିକଟରେ ଖଣ୍ଡା ଧରି ସଂଘବଦ୍ଧ ଆକ୍ରମଣ ।ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ…

ପ୍ରଚାର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୧୬ ଏବଂ ୧୭ ତାରିଖରେ ସେ ଓଡ଼ିଶାରେ ମାରାଥନ ପ୍ରଚାର କରିବେ। ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ ବୋଲି ଜଣା ପଡିଛି। ୧୬…

ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ :ଓମ ବିର୍ଲା

ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗୁଛି । ଓଡିଶାକୁ କେନ୍ଦ୍ର ନେତୃତ୍ୱଙ୍କ ଗସ୍ତ ଓ ପ୍ରଚାର ବିଜେପି ପ୍ରାର୍ଥୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରୁଛି । ଏଥିରେ ପଛେଇ ନାହିଁ ସମ୍ବଲପୁର ର ନିର୍ବାଚନୀ ମାହୋଲ । ଆସନ୍ତା ୨୫ ରେ…

ବିଜେପି ଛାଡିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ସେ ଆଜି ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣା ପଡ଼ିଛି। ବ୍ରଜରାଜନଗର ପୂର୍ବତନ…

ଆଥଲେଟିକ୍ସ ଫେଡେରେଶନ କପ୍ ୨୦୨୪ ରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ସନ୍ଧ୍ୟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍…

ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ

ପ୍ରଚାର ବେଳେ ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ…

କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରୋଡ-ଶୋ

କଟକରେ ରୋଡ-ଶୋ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସୋରଡାରୁ ହେଲକପ୍ଟର ଯୋଗେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ସଡକ ପଥରେ କଟକ ଯାଇଛନ୍ତି ଅମିତ ଶାହା । ସମାଜ ଅଫିସରୁ ଗୋପବନ୍ଧୁ ବାଗ, ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର,…

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେଡି ସମ୍ପୂର୍ଣ୍ଣଭାବେ ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି । ବିଜେଡି ଓଡ଼ିଶାର ସମସ୍ତ ପରିବାରକୁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ ଯୋଗାଇଦେବା ପାଇଁ…

ପରିକ୍ରମା ପ୍ରକଳ୍ପ ନାଆଁ ରେ ମଠ ମନ୍ଦିର ଭାଙ୍ଗିଲେ: ଅମିତ ଶାହ

ଓଡ଼ିଶା ଗସ୍ତରେ ଆସି ଆଜି ସୋରଡ଼ାରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ସୋରଡ଼ା ସଭାରେ ଆସୁ ଆସୁ ଜୋଶ୍‌ ଭରିଲେ ଶାହ। ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେବା…

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲିରେ ମହିଳାଙ୍କୁ ମାଡ଼

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲି ବେଳେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ବେଗୁନିଆପଡ଼ା ପଞ୍ଚାୟତରେ ଲତିକା ପ୍ରଧାନ ରାଲି କରୁଥିବା ବେଳେ ବିଜେଡି କର୍ମୀଙ୍କ ମାଡରେ ମହିଳା ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ,…