Day: 21 May 2024

କଂଟାମାଳ ୨ଟି ବୁଥରେ ହେବ ଆଉଥରେ ମତଦାନ

କନ୍ଧମାଳ : କନ୍ଧମାଳ ଲୋକସଭା ଅନ୍ତର୍ଗତ କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ଆଉଥରେ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ତାରିଖରେ କଂଟାମାଳ ବିଧାନସଭା ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ମତଦାନ…

ତାମିଲ କଣ୍ଢେଇନଚାଳି ନବୀନଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରୁଛି: ବୈଜୟନ୍ତ ପଣ୍ଡା

ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ…

ସୁନା କିଣିବା ପୁର୍ବରୁ ଜାଣି ନିଅନ୍ତୁ କଣ ରହିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୨୧୪ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୯୮୦ ଟଙ୍କା ରହିଛି । ସେହିପରି ଆଜି…

ଓଡ଼ିଶାରେ ବୁଥ୍‌ ରିଗିଂ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ପ୍ରସ୍ତୁତ: ଅମିତ ଶାହ

ଚଳିତବର୍ଷ ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୂଆଁଧାର ପ୍ରଚାର । ଆଜି ସମ୍ବଲପୁରରେ ପ୍ରଚାର ପରେ ନୟାଗଡ଼ରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।…

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକ ସମୀର ଦାଶ, ସୀମୀରାଣୀ ନାୟକ, ରମେଶ ସାଏ ଓ ପର୍ଶୁରାମ ଧର୍ଡା ଙ୍କୁ ଜବାବ ତଲବ । ବାଚସ୍ପତିଙ୍କ ନିର୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡ଼ିଓରେ କହିଥିବା ପରେ ଅପରାଜିତ ଏହାର ପ୍ରମାଣ…

ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ: ଅମିତ ଶାହ

ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି, ନବୀନ ବାବୁ ବୁଢା ହୋଇଗଲେଣି, ତେଣୁ ତାଙ୍କୁ ରିଟାୟାର୍ଡ କରନ୍ତୁ । ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ…

କାଲି ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ

ଭୁବନେଶ୍ୱର : ଓଡ଼ିଶାରେ ଲାଗିଛି ଏବେ ହେବିୱେଟ୍ ନେତାଙ୍କ ଭିଡ଼,ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ରରେ ବେଶ୍ ଜଣାଶୁଣା ତଥା ବରିଷ୍ଠ ବିଜେପି ନେତା ଅରୁଣ ଗୋଭିଲ କାଲି ଓଡିଶା ଆସୁଛନ୍ତି । ସେ ଓଡିଶାରେ ନିର୍ବାଚନ ପ୍ରଚାର…

୨୩ରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଓଡ଼ିଶାରେ ବଡ଼ ବିଜୟ ପାଇଁ ଚାଲିଛି କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର । ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। ସେହିପରି ଆସନ୍ତା ୨୩ରେ ପୁଣି ଓଡ଼ିଶା ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ନିର୍ବାଚନ ପ୍ରଚାର ପାଇଁ ଚିଲିକା ଓ ସାଲେପୁର ଆସିବେ ଯୋଗୀ ଆଦିତ୍ୟନାଥ

ଓଡ଼ିଶାରେ ଚଳିତବର୍ଷ ନିର୍ବାଚନ ପ୍ରଚାର ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ପ୍ରଚାର ତାଲିକାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ହେବିୱେଟ୍ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ର ଓ ସାଲେପୁରରେ…