ଓଡ଼ିଶାରେ ବଡ଼ ବିଜୟ ପାଇଁ ଚାଲିଛି କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର । ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। ସେହିପରି ଆସନ୍ତା ୨୩ରେ ପୁଣି ଓଡ଼ିଶା ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶାର ୪ଟି ସ୍ଥାନ କରଞ୍ଜିଆ, ଧାମନଗର, ବାଲିକୁଦା, ବଡ଼ଚଣାରେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

ବାରମ୍ବାର କେନ୍ଦ୍ରୀୟ ନେତୃତ୍ବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପିର ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରି ଦେଇଛି ।

Leave a Reply

Your email address will not be published. Required fields are marked *