ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି। ଗଜପତିରେ ୪୦.୬୦%,ଗଞ୍ଜାମରେ ୩୨.୬୬%, ନୂଆପଡ଼ାରେ ୪୩.୧୩%, କଳାହାଣ୍ଡିରେ ୪୨.୪୮%,କୋରାପୁଟରେ ୩୮.୨୫%, ମାଲକାନଗିରିରେ ୩୯.୯୦%, ନବରଙ୍ଗପୁରରେ ୪୪.୧୯%, ରାୟଗଡ଼ାରେ ୩୬.୧୧% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଥିବା ବେଳେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ମତଦାନ ହେଉଛି। ଏଠି ଅନେକ ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି କହିଲେ ଭୁଲ ହେବନି।

By Nirvay

Leave a Reply

Your email address will not be published. Required fields are marked *