ଦିନ ୩ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି। ଗଜପତିରେ ୪୫.୨୯%,ଗଞ୍ଜାମରେ ୪୪.୩୯%, ନୂଆପଡ଼ାରେ ୫୮.୨୫%, କଳାହାଣ୍ଡିରେ ୫୭.୯୧%,କୋରାପୁଟରେ ୫୩.୨୭%, ମାଲକାନଗିରିରେ ୫୩.୬୪%, ନବରଙ୍ଗପୁରରେ ୫୬.୭୬%, ରାୟଗଡ଼ାରେ ୫୩.୬୦% ମତଦାନ ହୋଇଛି। ସୂଚନା ଯୋଗ୍ୟ ଯେ, ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଥିବା ବେଳେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ମତଦାନ ହେଉଛି। ତେବେ ଖରାକୁ ଦୃଷ୍ଟିରେ ରଖି ଭୋଟର ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ମଧ୍ୟ କଡାକଡି କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *