କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ

ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।ଭୁବନେଶ୍ୱର ରିଂ…

ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି

ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା…

ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା: ଅପରାଜିତା ଷଡଙ୍ଗୀ

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ୨୨ଟି ରାଜ୍ୟରେ ବେକାରୀ ସମସ୍ୟାରେ ଓଡିଶା ନମ୍ବର ୧ ରେ…

ବ୍ରହ୍ମପୁର ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର; ବ୍ରହ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ…

ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅରିନ୍ଦମ

କଟକ: ଓଡ଼ିଆ ଅଭିନେତା ଅରିନ୍ଦମ ରାୟ ଆଜି ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ…

ନବୀନଙ୍କୁ ପ୍ରଶ୍ନ କଲେ ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେଓ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା। ସେ କହିଛନ୍ତି ଯେ, ମୋ ନିର୍ଯାତନା ବିଷୟରେ ଜାଣି କିଭଳି ସେ ପରିବାରକୁ ଟିକେଟ ଦେଲେ ବୋଲି ପ୍ରସନ୍ନ…

ସମୂହ ଛୁଟିର ଦିନକ ପରେ ୩୦ କର୍ମଚାରୀଙ୍କୁ ବହିଷ୍କାର କଲା ଏୟାର ଇଣ୍ଡିଆ

୩୦୦ କର୍ମଚାରୀଙ୍କ ସମୂହ ଛୁଟିର ଦିନକ ପରେ ଆକ୍ସନ ନେଲେ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ଚାକିରିରୁ ଛଟେଇ କରିଛି । ପୂର୍ବରୁ ନଜଣାଇ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଓଡ଼ିଶା ସରକାର

ଆଜି ପ୍ରଚାରରେ ଆସି କାଲିମେଳାରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେଠି ସାଧାରଣ ସଭାରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି…

ଭୁବନେଶ୍ୱରରେ ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆରେ ବଡ଼ଧରଣର ଆଇଟି ରେଡ୍

ଭୁବନେଶ୍ୱରର ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆରେ ବଡ଼ଧରଣର ଆୟକର ବିଭାଗର ଚଢାଉ । ଚଢାଉ ସମୟରେ ମିଳିଲା ଦୁଇ କୋଟିରୁ ଅଧିକ ନଗଦ ଟଙ୍କା । ବୁଦ୍ଧେଶ୍ୱରୀ କଲୋନୀର ରଞ୍ଜିତ ଜୈନ ଘରେ ଥିବା ଜୈନ ମିଡ଼ିଆ ପ୍ରିଣ୍ଟିଂ ପ୍ରେସରୁ ଟଙ୍କା…

ଭଲ ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ

ଗୋପାଳପୁରରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ । ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯୋଡ଼ି ଶଙ୍ଖରେ ଭୋଟ…