ବିଶ୍ବର ଦ୍ୱିତୀୟ ଉତ୍ତପ୍ତ ସହର ଓଡ଼ିଶାର ବାରିପଦା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସହ୍ୟ ତାତି । ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ବିଶ୍ବରେ ସବୁଠାରୁ…

ବିଜେପି ସରକାର ଆସିଲେ ବି ବନ୍ଦ ହେବନି BSKY, ମିଳିବ ଡବଲ ଲାଭ

ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର BSKY ବନ୍ଦ କରିବାକୁ ଚାହୁଁଛନ୍ତି , ସେ ବିକାଶ ବିରୋଧୀ, ଓଡ଼ିଆ ଲୋକଙ୍କ ମଙ୍ଗଳ ଚାହୁଁ ନାହାନ୍ତି କହି ବହୁଦିନ ଧରି ବିରୋଧୀ ଅପପ୍ରଚାର କରି ଆସୁଥିଲେ। କିନ୍ତୁ…

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ:ରୋହିତ ଶର୍ମା ଅଧିନାୟକ

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍‌-୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ…

ବିଜେଡି ଛାଡିଲେ ସୁରେନ୍ଦ୍ର ଓ ଭାଗିରଥୀ

ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ବିଧାୟକ ସୁରେନ୍ଦ୍ର ସେଠୀ । ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବାର…

ହତାଶ ହୋଇ ଫେକ୍ ଭିଡିଓ ଭାଇରଲ କରୁଛି ବିରୋଧୀ

ଭୁବନେଶ୍ୱର,: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ।…

ଆଚରଣ ବିଧିକୁ ଖାତିର କରୁନି ବିଜେଡି! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ନିର୍ବାଚନ ହାରିବା ନେଇ ଭୟଭୀତ ବିଜେଡି। କଳେବଳେ କୌଶଳେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେଡି। ଏଥି ପାଇଁ ମିଶନ ଶକ୍ତି ବିଭାଗକୁ ବିଜେଡି ହାତବାରିସୀ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର।…

ଘସିପୁରାରୁ ଲଢ଼ିପାରନ୍ତି ସୌମ୍ୟ; ବିଜେପି ଯିବା ନେଇ ଦେଲେ ସଙ୍କେତ!

କେନ୍ଦୁଝର; ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ଏନେଇ ପାଟି ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଶହ ଶହ ସମଥର୍କଙ୍କ ସହ ଆସି ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା…

ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି!

ନବୀନ ସରକାର ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ପ୍ରତ୍ୟେକ ଦିନ ଅପରାଧ ବଢିବା ସହ ନୂଆ ନୂଆ ଢ଼ଙ୍ଗ ଆପଣାଇ ଅପରାଧ ଘଟାଉଛନ୍ତି ଅପରାଧୀ। ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର,…

ଓଡିଶାରେ ଅଗ୍ନିବର୍ଷା ; ଦିନ ସାଢେ ୨ ଟା ସୁଦ୍ଧା ୪୬ ଛୁଇଁଲା ପାରଦ

ଭୁବନେଶ୍ୱର ; ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଟପିଲା ଭୁବନେଶ୍ୱର :ବାଲେଶ୍ୱର ସର୍ବାଧିକ ୪୬ ଡିଗ୍ରୀ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଆହୁରି ୩ ଦିନ ଆକାଶରୁ ବର୍ଷିବ…

ରାଜ୍ୟରେ ୩୭୬ ଜଣ ଅଂଶୁଘାତରେ ଆକ୍ରାନ୍ତ,୨ ମୃତ

ରାଜ୍ୟରେ ତାତି ବଢିବା ସହ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୭୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣା ପଡ଼ିଛି। ସୁନ୍ଦରଗଡ଼ରେ ସର୍ବାଧିକ ୬୦,ମୟୂରଭଞ୍ଜରେ ୫୦ ଜଣ,ଖୋର୍ଦ୍ଧାରୁ ୩୬ ଜଣ,ଝାରସୁଗୁଡ଼ାରୁ ୧୮…