ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର BSKY ବନ୍ଦ କରିବାକୁ ଚାହୁଁଛନ୍ତି , ସେ ବିକାଶ ବିରୋଧୀ, ଓଡ଼ିଆ ଲୋକଙ୍କ ମଙ୍ଗଳ ଚାହୁଁ ନାହାନ୍ତି କହି ବହୁଦିନ ଧରି ବିରୋଧୀ ଅପପ୍ରଚାର କରି ଆସୁଥିଲେ। କିନ୍ତୁ ଆଜି ଏହାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ BSKY ବନ୍ଦ ହେବନି। ‘ରାଜ୍ୟରେ ଆମ ସରକାର ହେବ, ଆମେ BSKY ବନ୍ଦ କରିବୁନି’। ‘BSKY ସହ ଆୟୁଷ୍ମାନ ଭାରତ ଯୋଜନା ଯୋଡ଼ି ହେ,ଯାହାଦ୍ୱାରା ହିତାଧିକାରୀଙ୍କୁ ଡବଲ ଫାଇଦା ମିଳିବ’। ରାଜ୍ୟରେ ଲୋକ ଉତ୍ତମ ମୋ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ସମ୍ବଲପୁରରେ ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *