heat wave in the city and hand showing thermometer for high temperature

ଭୁବନେଶ୍ୱର ; ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଟପିଲା ଭୁବନେଶ୍ୱର :ବାଲେଶ୍ୱର ସର୍ବାଧିକ ୪୬ ଡିଗ୍ରୀ
ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଆହୁରି ୩ ଦିନ ଆକାଶରୁ ବର୍ଷିବ ଅଗ୍ନିବର୍ଷା। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ୯ ଜିଲ୍ଲାକୁ ରେଡ ଆଲର୍ଟ ଓ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଭୁବନେଶ୍ୱର ୪୫.୪, ବାଲେଶ୍ୱର ୪୬ , କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧ .୨ଝାରସୁଗୁଡ଼ା ୪୨.୫, ରାଉରକେଲା ୪୦.୪ । ସିଭିୟର ହିଟ୍ ୱେଭ୍ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

By SonaliP

Leave a Reply

Your email address will not be published. Required fields are marked *