Tag: VK Pandian

ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ

ଶୁଭସ୍ମିତା ନାୟକ: ଆଜି ଲୋକଙ୍କ ମୁହଁରେ ଗୋଟିଏ କଥା, ନବୀନ ପଟ୍ଟନାୟକଙ୍କ ପରାଜୟ ଓ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ। ଜଣେ ଅଣଓଡ଼ିଆ ଆସି ଓଡ଼ିଶାବାସୀଙ୍କ ନେତୃତ୍ୱ ନେବେ ଓ ରାଜନୀତିର ମଙ୍ଗ ଧରିବେ, ଲୋକେ…

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ବିଜେଡି ସରକାର । ଓଡ଼ିଶାରେ…

ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଫେରାଦ ହେଲା ବିଜେପି

ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଲା ବିଜେପି । ବିଜେପି ସୁଜାତା ଆର କାର୍ତ୍ତିକେୟନଙ୍କ ନାଆଁରେ ଗୁରୁତର ଅଭିଯୋଗ ଆଣିଛି । ସେ ଅବାଧ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଏବଂ ରାଜ୍ୟରେ…

ଫେରିଲେ ଅନୁଭବ; କେନ୍ଦ୍ରାପଡ଼ା ସମ୍ପର୍କରେ କଲେ ପାଣ୍ଡିଆନଙ୍କ ଖୁଲାସା

ଆକ୍ଟିଭ ମୋଡରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି। ଓଡ଼ିଆ ଅସ୍ମିତା ଉପରେ ରିତୁରାଜଙ୍କ ସହ ଏକ ଭାବାତ୍ମକ ଭିଡ଼ିଓରେ ଦେଖା ଯାଇଛନ୍ତି ଅନୁଭବ । ଏହା ସହ ସୋସିଆଲ ମିଡ଼ିଆରେ ତଥ୍ୟ ପ୍ରମାଣ ସହ ରାଜନୀତିରେ ଦମଦାର…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଭିଡ଼ିଓ ଭାଇରାଲ

ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବକୁ ଲାଗିଛି । ସେହି ଭିଡ଼ିଓକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି…

ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା: ପ୍ରଦୀପ ପୁରୋହିତ

ପାଣ୍ଡିଆନଙ୍କୁ ପ୍ରଦୀପ ପୁରୋହିତଙ୍କ ବାଣ। ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା କହିଲେ ପ୍ରଦୀପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ, ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡ଼ୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି…

ନବୀନ କବ୍‌ଜାକାରୀଙ୍କ କଥା ପ୍ରମ୍ପଟିଂ କରୁଛନ୍ତି : ବୈଜୟନ୍ତ

ବିଜେଡିକୁ ବଡ ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା। ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେବେ ଫେରାଇବେ ପଚାରନ୍ତୁ କହିଲେ ବୈଜୟନ୍ତ। ଚାବି ଦେବେ ନା ୧୦ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ କହିଲେ।କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀଙ୍କ ଆରୋପ…

ମୁଖ୍ୟମନ୍ତ୍ରୀଙ୍କ ମୁକ୍ତି ପାଇଁ ଡିଜିପିଙ୍କୁ ନିବେଦନ କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଛି ବିଜେପି।‘ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ…

ନବୀନ ପଟ୍ଟନାୟକ ବନ୍ଧକ ପରିସ୍ଥିତିରେ: ହିମନ୍ତ ବିଶ୍ୱ ଶର୍ମା

ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି…

ନବୀନ ବାବୁ ଭଡାଟିଆଙ୍କୁ ନେତା କରୁଛନ୍ତି!

ଭୁବନେଶ୍ବର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ୯୦% ସିଟ୍‌ ଜିତିବ କହିଥିବା ବ୍ୟକ୍ତିଙ୍କୁ ‘ବାହାପିଆ’ କହି ଟାର୍ଗେଟ୍‌ କଲେ। ‘ଆମେ ଜିତିଲେ ମୋଦି ହେବେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରଧାନମନ୍ତ୍ରୀ କିଏ’ ବୋଲି ମଧ୍ୟ ପ୍ରଶ୍ନ…