Tag: State governments

Supplementary Budget: ବିଧାନସଭାରେ ୧୭,୪୦୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ

ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନରେ ଆଜି ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୁଖ୍ୟମନ୍ତ୍ରୀ। ଚଳିତ…

Congress Press Meet: ଭାଷଣରେ ମଣ୍ଡି ଖୋଲୁଛନ୍ତି ସରକାର: କଂଗ୍ରେସ

ଆଜି କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ବିଶେଷତଃ ମଣ୍ଡି ଖୋଲିବାକୁ ନେଇ କଂଗ୍ରେସ କିଷାନସେଲ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ କହିଥିଲେ, ରାଜ୍ୟର…

kharif Paddy: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ଼ ଜିଲ୍ଲା ପ୍ରଥମ କରି ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ରାଜ୍ୟ ସରକାର ଚଳିତ ଋତୁ ପାଇଁ ମଣ୍ଡିଗୁଡ଼ିକରେ ସୁଗମ ଧାନ ସଂଗ୍ରହ ଏବଂ ଉପଯୁକ୍ତ ସଂରକ୍ଷଣ ସୁନିଶ୍ଚିତ…

ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି

ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରହି ରାଜ୍ୟ ସରକାର ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛନ୍ତି। ଏହି ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ…

ଓପିଏସ୍ ସ୍ତରରେ ଅଦଳବଦଳ; ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି

ଓପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ରାଜ୍ୟର ମୋଟ୍ ୧୯ ଜଣ ଅତିରିକ୍ତ ଏସପିଙ୍କର ଆଜି ବଦଳି କରାଯାଇଛି। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି । ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଳଚେର…

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ। ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା ଅନାସ୍ଥା ପ୍ରସ୍ତାବ ଚିଠି ବିଧାନସଭା ସଚିବଙ୍କ ଜରିଆରେ ମାନ୍ୟବର ବାଚସ୍ପତିଙ୍କୁ ପ୍ରଦାନ କରାଯାଇଛି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମୋହନ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ…

ଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଥିବା ବେଳେ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ବିଜୟ…

ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହୋଇଥିବା ମାମଲାରେ ନୋଟିସ୍ । ପ୍ରାୟ ବର୍ଷେ ହେଲାଣି ଅଚଳ ହୋଇପଡ଼ିଛି ଲୋକାୟୁକ୍ତ ।…

ଅବସର କର୍ମଚାରୀଙ୍କ ପ୍ରତି କାହିଁକି ମେହେରବାନ୍ ସରକାର ?

ଅନେକ ସରକାରୀ ପଦ ପଦବୀ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଯୁକ୍ତି ସଂକ୍ରାନ୍ତ କିଛି ବିଶେଷ ଘୋଷଣା କରିଛନ୍ତି । ୨୯ହଜାର ଖାଲି ପଦବୀ ପୂରଣ ହୋଇଥିବା ଗତ ମାସ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଭାଜପା ସରକାର କ୍ଷମତାକୁ…

୧୫ ମାସରେ ରାଜ୍ୟରେ ୪ ହଜାରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି: ସ୍ନେହାଙ୍ଗିନୀ ଛୁରିଆ

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ସ୍ନେହାଙ୍ଗିନୀ ଛୁରିଆ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି…