ପେଟ୍ରୋଲ ଏବଂ ଡିଜେଲ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଦେୟ ପ୍ରଦାନ କରିବେ ରାଜ୍ୟ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ ଅର୍ଥ ବିଭାଗର ସୂଚନା । ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧଜନିତ ଅନିଶ୍ଚିତତା କାରଣରୁ ସରକାରୀ ଏହି ନିଷ୍ପତ୍ତି ନେଇଛନ୍ତି । Post navigation Cabinet Approves Odisha Coastal Highway: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ Cabinet approves construction of new Coastal Highway from Rameshwar to Paradeep