ତାଜା ଖବର ରାଜ୍ୟ Pakhala Dibasa Expenses: ପଖାଳ ଦିବସ ୨୦୨୬ ଖର୍ଚ୍ଚ ହୋଇଛି ଦେଢ଼ କୋଟି ଟଙ୍କା July 2, 2026 Papirani ୨୦୨୬ ମସିହାରେ “ପଖାଳା ଦିବସ” ଉତ୍ସବକୁ ଆୟୋଜନ କରିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ୧.୫ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ସରକାରୀ ବିଲ୍ ଅନୁଯାୟୀ, ପଖାଳ ଦିବସ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (OTDC)…
ତାଜା ଖବର ରାଜ୍ୟ Bridge Safety Check Order in Odisha: ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ July 1, 2026 Papirani ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ବର୍ଷା ଋତୁ ପାଖେଇ ଆସୁଥିବାରୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସେତୁର ଏକ ବ୍ୟାପକ ଢାଞ୍ଚାଗତ ସୁରକ୍ଷା ମୂଲ୍ୟାଙ୍କନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୂର୍ତ୍ତ ବିଭାଗର ଇଞ୍ଜିନିୟର -ଇନ-ଚିଫ ଲକ୍ଷ୍ମୀକାନ୍ତ ପାଢୀ…
ତାଜା ଖବର ରାଜ୍ୟ Rice Milling Charges Hike: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର June 5, 2026 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…
ତାଜା ଖବର ରାଜ୍ୟ State Govt to Pay Advance to Petrol Pumps: ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍କୁ ଆଗୁଆ ଦେୟ ପ୍ରଦାନ କରିବେ ରାଜ୍ୟ ସରକାର June 3, 2026 Papirani ପେଟ୍ରୋଲ ଏବଂ ଡିଜେଲ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଦେୟ ପ୍ରଦାନ କରିବେ ରାଜ୍ୟ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ ଅର୍ଥ ବିଭାଗର ସୂଚନା । ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରାଚ୍ୟରେ…
ତାଜା ଖବର ରାଜନୀତି ରାଜ୍ୟ BJD Targets State Govt Over Grievance Hearing: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬ ପ୍ରତିଶତ ସମାଧାନ ଦାବିର ସତ୍ୟତା କେତେ: ବିଜେଡି June 2, 2026 Papirani ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି। କିନ୍ତୁ ବାସ୍ତବରେ ଏହି ସମସ୍ୟାର…
ତାଜା ଖବର ରାଜ୍ୟ Bus Fare Hike: ପୁଣି ବଢିଲା ବସ୍ ଭଡ଼ା June 2, 2026 Papirani ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଲା। ବର୍ଦ୍ଧିତ ଇନ୍ଧନ ମୂଲ୍ୟ ଏବଂ ପରିବହନ ଅପରେଟରମାନେ ସମ୍ମୁଖୀନ ହେଉଥିବା ପରିଚାଳନା ଖର୍ଚ୍ଚ ମଧ୍ୟରେ ଏହି ଭଡ଼ା…
ତାଜା ଖବର ରାଜନୀତି ରାଜ୍ୟ Kalahandi Tragedy: କଳାହାଣ୍ଡି ଦୁର୍ଘଟଣାରେ ସରକାର ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ଦିଅନ୍ତୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି: ଭକ୍ତ ଦାସ June 1, 2026 Papirani ପିସିସି ସଭାପତି ଦିନିକିଆ ଗସ୍ତରେ ଆଜି ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ଯାଇ ଉତ୍କେଲା ବିମାନ ବନ୍ଦରରେ ଓଲ୍ହାଇ ସିଧାସଳଖ କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଣ୍ଟା ଗ୍ରାମକୁ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ…
ତାଜା ଖବର ରାଜନୀତି ରାଜ୍ୟ Congress Slams Police Violence: ଓଡ଼ିଶାରେ “ପୋଲିସ ହିଂସା” କୁ ନେଇ ବର୍ଷିଲା କଂଗ୍ରେସ May 28, 2026 Papirani ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ଆଡଭୋକେଟ୍ ଡ଼ ମନୀଷା ଦାସ ପଟ୍ଟନାୟକ ଏବଂ ଆଡଭୋକେଟ୍ ଜୟଶ୍ରୀ ପାତ୍ର ବାରଙ୍ଗ ଥାନାରେ ରାକେଶ ବେହେରାଙ୍କ ଉପରେ ହୋଇଥିବା କଥିତ ଥାର୍ଡ ଡିଗ୍ରୀ…
ରାଜ୍ୟ Massive Police Reshuffle: ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ; ବଦଳିଲେ ୧୮ ଜଣ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀ May 24, 2026 Papirani ରାଜ୍ୟ ପୋଲିସ ବିଭାଗରେ ଏକ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ ଏବଂ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି କରାଯାଇଛି। ଏହି…
ତାଜା ଖବର ରାଜ୍ୟ Bhakta Das Targets Govt: ଗଞ୍ଜାମ ଜିଲ୍ଲାରେ ଦଳିତଙ୍କ ଉପରେ ଆକ୍ରମଣ; ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ April 28, 2026 Papirani ଗଞ୍ଜାମ ଜିଲ୍ଲାରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ ବଦାଙ୍ଗୀ ଗ୍ରାମରେ ବିବାହ ଶୋଭାଯାତ୍ରା ଯାଉଥିବା ବେଳେ ଗାଁର ସବର୍ଣ୍ଣ ଲୋକମାନେ ଜାତିଆଣ ମନୋଭାବ ନେଇ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯେଉଁଥିରେ ୧୦ରୁ ଉର୍ଦ୍ଧ୍ୱ ଦଳିତ ଲୋକ…