Tag: Odisha Govt

Odisha Launches Auto-Appeal System: ଓଡ଼ିଶାରେ ଲାଗୁ ହେଲା ‘ଆଟୋ ଅପିଲ୍ ସିଷ୍ଟମ୍’; ସେବାରେ ବିଳମ୍ବ ହେଲେ ଦଣ୍ଡ ଗଣିବେ ଅଫିସର

ସାଧାରଣ ନାଗରିକଙ୍କୁ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇଦେବା ଏବଂ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଜନସେବା ଅଧିକାର ଆଇନ (ORTPSA) ଅଧୀନରେ ରାଜ୍ୟ ସାଧାରଣ…

IPS Reshuffle in Odisha: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ; ୬ ବରିଷ୍ଠ IPS ଅଫିସରଙ୍କ ବଦଳି

ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ, ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ୬ ଜଣ ଦକ୍ଷ ଓ ଅଭିଜ୍ଞ ଆଇପିଏସ୍ ଅଫିସରଙ୍କ…

Odisha Hikes Jail Uniform Allowance: ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି

ରାଜ୍ୟ ସରକାର ଜେଲ୍‌ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍‌ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ…

Gramina Sampada Scheme: ପଞ୍ଚାୟତରେ ମିଳିବ ସହରୀ ସୁବିଧା; ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା

ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳର ଭିତ୍ତିଭୂମିରେ ବ୍ୟାପକ ସୁଧାର ଆଣିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନୂତନ “ଗ୍ରାମୀଣ ସମ୍ପଦ” କାର୍ଯ୍ୟକ୍ରମ ଅଧୀନରେ ଗାଁଗୁଡ଼ିକର ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ବାର୍ଷିକ ପ୍ରାୟ…

Jatani Cancer Hospital Expansion: ଜଟଣୀରେ ପ୍ରସ୍ତାବିତ ହୋମିଭାବା କ୍ୟାନସର୍ ହସ୍ପିଟାଲ ସମ୍ପ୍ରସାରଣ ପାଇଁ ଅତିରିକ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ…

Graham Staines murder: ଦାରା ସିଂହଙ୍କ ମୁକ୍ତି ନିଷ୍ପତ୍ତିରେ ବିଳମ୍ବ, ଓଡ଼ିଶା ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଭର୍ତ୍ସନା; ସେପ୍ଟେମ୍ବର ୨କୁ ପରବର୍ତ୍ତୀ ଶୁଣାଣି

୧୯୯୯ ମସିହାର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର ପାଲଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିବାରୁ ଓଡ଼ିଶା…

‘Bidesh Sikhyabruti’ Scholarship Scheme: SC-ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଶୁଭାରମ୍ଭ କଲେ ଓଡ଼ିଶା ସରକାର

ଓଡ଼ିଶା ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର ଏବଂ ପିଏଚଡି ପାଠପଢ଼ା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ‘ବିଦେଶ…

Odisha DGP Appointment: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ନିଜ ପକ୍ଷ ରଖିଲେ ରାଜ୍ୟ ସରକାର

ଓଡ଼ିଶା ଡିଜିପି (DGP) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ ଶୁଣାଣି ହୋଇଛି। ମାମଲାର ଶୁଣାଣି ସମୟରେ ଓଡ଼ିଶା ସରକାର ନିଜର ପକ୍ଷ ରଖିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା…

Landslide Risk in Odisha: ପାହାଡ଼ିଆ ଅଞ୍ଚଳରେ ଚିହ୍ନଟ ହେବ ଭୂସ୍ଖଳନ ପ୍ରବଣ ରାସ୍ତା; ୭ ଦିନରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପାହାଡ଼ିଆ ଅଞ୍ଚଳର ଭୂସ୍ଖଳନ ପ୍ରବଣ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୬-୨୭ ଆର୍ଥିକ ବର୍ଷରେ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF) ଅଧୀନରେ ଆର୍ଥିକ…

Journalist Insurance Scheme: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ; ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ । ସେ କହିଛନ୍ତି…