ଓଡ଼ିଶା ଡିଜିପି (DGP) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ ଶୁଣାଣି ହୋଇଛି। ମାମଲାର ଶୁଣାଣି ସମୟରେ ଓଡ଼ିଶା ସରକାର ନିଜର ପକ୍ଷ ରଖିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସମସ୍ତ ପକ୍ଷଙ୍କ ବକ୍ତବ୍ୟ ଏକାଠି ଶୁଣାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨ ତାରିଖ ଧାର୍ଯ୍ୟ କରାଯାଇଛି। Post navigation Odisha Vigilance Nabs RI: ୩ ବର୍ଷ ପରେ ପୁଣି ଭିଜିଲାନ୍ସ ଜାଲରେ RI ସୁରଜ ବାଲା ‘Bidesh Sikhyabruti’ Scholarship Scheme: SC-ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଶୁଭାରମ୍ଭ କଲେ ଓଡ଼ିଶା ସରକାର