Tag: Odisha Govt

Bidesh Sikhyabruti Scheme: ବିଦେଶ ଶିକ୍ଷାବୃତ୍ତି ଯୋଜନା: ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନ ପ୍ରକ୍ରିୟାର ଶେଷ ତାରିଖକୁ କୋହଳ କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୯ ରହିଥିବା ବେଳେ ଏହାକୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି…

IPS Reshuffle: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ୍ ଏମ୍ ହେଲେ ଭୁବନେଶ୍ୱର ଡିସିପି

ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଲବଦଲ କରିଛନ୍ତି। ୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କର ବଦଳି ଓ ନୂତନ ନିଯୁକ୍ତି କରାଯାଇଛି। ଏ ନେଇ…

PVTG Tourist Restrictions in Odisha: PVTG ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କଟକଣାର ହେବ ପୁନର୍ବିଚାର

ଓଡ଼ିଶାର ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ବସବାସ କରୁଥିବା ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ଓ ଗବେଷକଙ୍କ ପ୍ରବେଶ ଉପରେ ଦୀର୍ଘଦିନ ଧରି ରହିଥିବା କଟକଣାର ପୁନର୍ବିଚାର ହେବ। ତେବେ ସମସ୍ତ ନିଷିଦ୍ଧ ଅଞ୍ଚଳକୁ ଏକାଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ପରିବର୍ତ୍ତେ,…

Dara Singh Remission Plea: ଆସନ୍ତା ୧୭ ତାରିଖକୁ ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲା

ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଅବଧି ପୂର୍ବ ମୁକ୍ତି ଆବେଦନ ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ଏହି ମାମଲାରେ ଶୀର୍ଷ ଅଦାଲତ ରାଜ୍ୟ…

Ex-MLA Snehangini Chhuria’s Husband Suspended: ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ; SARCS ଦୁର୍ଗା ପ୍ରସାଦ ଛୁରିଆ ନିଲମ୍ବିତ

ସରକାରୀ ଚାକିରିରେ ଥାଇ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ଜଣେ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସରକାରୀ ନିୟମାବଳୀ ଉଲ୍ଲଂଘନ କରି ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ଛୁରିଆଙ୍କ ବିରୋଧରେ…

Major IAS Reshuffle in Odisha: ରାଜ୍ୟରେ ୯ ଜଣ ନୂତନ ଆଇଏଏସ୍ ଅଫିସରଙ୍କୁ ମିଳିଲା ଉପଜିଲ୍ଲାପାଳ ଭାବେ ନିଯୁକ୍ତି

ରାଜ୍ୟରେ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଫେଜ୍-୨ ଟ୍ରେନିଂ ସାରି ଫେରିଥିବା ୨୦୨୪ ବ୍ୟାଚ୍‌ର ୯ ଜଣ ନୂତନ ଆଇଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସବ୍-ଡିଭିଜନର ଉପଜିଲ୍ଲାପାଳ…

Odisha IAS Reshuffle: IAS ସ୍ତରରେ ବଡ଼ ଧରଣର ଅଦଳବଦଳ; ତିନି ସିନିୟର ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ତିନି ଜଣ ସିନିୟର IAS ଅଧିକାରୀଙ୍କୁ ନୂତନ…

Odisha Working Journalists Welfare Scheme: ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଯୋଜନା’ ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷରେ ୧୩ ଜଣ ମୃତକ…

Single Board For Class 10 And 12 In Odisha: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏବେ ହେବ ଗୋଟିଏ ବୋର୍ଡ: ସ୍କୁଲ ଓ ଗଣଶିକ୍ଷା ସଚିବ

ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ସୁଧାର ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।ରାଜ୍ୟରେ ଏବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ପାଇଁ ଆଉ ଅଲଗା ଅଲଗା ସଂସ୍ଥା ରହିବେ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ…

All Unsafe Buildings To Be Demolished in Odisha: ରାଜ୍ୟରେ ଭଙ୍ଗାଯିବ ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା

ଦିଲ୍ଲୀରେ ଘଟିଥିବା ଦୁଃଖଦ ବିଲ୍ଡିଂ ଦୁର୍ଘଟଣା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା ଭଙ୍ଗାଯିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…