Tag: Odisha Govt

Odisha Science Teachers To Get Training From Bengaluru: ଆଇଆଇଏସସି ବେଙ୍ଗାଲୁରୁରେ ତାଲିମ ନେବେ ଓଡ଼ିଶାର ୧୨୦ ବିଜ୍ଞାନ ଶିକ୍ଷକ

ମାଧ୍ୟମିକ ସ୍ତରରେ ବିଜ୍ଞାନ ଶିକ୍ଷାକୁ ଆହୁରି ଦକ୍ଷ, ଗୁଣାତ୍ମକ ଓ ପ୍ରଭାବୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ବିଜ୍ଞାନ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ​ଏହି…

Odisha Launches E-Detection System for Vehicles: ସେପ୍ଟେମ୍ବର ୧ ରୁ ଓଡ଼ିଶାରେ ଲାଗୁ ହେଲା e-Detection ବ୍ୟବସ୍ଥା; ବୈଧ PUCC ଓ ବୀମା ନଥିଲେ କଟିବ ଇ-ଚାଲାଣ

ରାଜ୍ୟରେ ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଏବଂ ଗାଡ଼ି ଚାଳକମାନଙ୍କୁ ଆଇନ ପାଳନ ପାଇଁ ସଚେତନ କରିବା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ଯାନବାହାନଗୁଡ଼ିକ ପାଇଁ…

Zero Death Week in Odisha: ରାଜ୍ୟରେ ‘ଜିରୋ ଡେଥ୍ ୱିକ୍’ ଆରମ୍ଭ: ପ୍ରଥମ ଦିନରେ ଜାରି ହେଲା ୪୪,୭୪୬ଟି ଇ-ଚାଲାଣ 

ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆରମ୍ଭ ହୋଇଥିବା ‘ଜିରୋ ଡେଥ୍ ୱିକ୍’ ଅଭିଯାନର ପ୍ରଥମ ଦିନରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍ଟେମ୍ବର ୧ ତାରିଖରେ ରାଜ୍ୟ ପରିବହନ…

Odisha Govt Slashes PUCC Fine: ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି; କମିଲା PUCC ଫାଇନ୍

ରାଜ୍ୟ ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଉଲ୍ଲଂଘନ ଜରିମାନା ରାଶିରେ ବଡ଼ ପରିବର୍ତ୍ତନ କରିଛନ୍ତି । ସରକାର ପିୟୁସିସି ଜରିମାନାକୁ କୋହଳ କରିଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି…

Govt to Appoint ‘Shakti Apa’ in Every District: ରାଜ୍ୟର ପ୍ରତି ଜିଲ୍ଲାରେ ରହିବେ ୫ ଜଣ ‘ଶକ୍ତି ଅପା’

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତୀକରଣ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଶକ୍ତିଶ୍ରୀ’ ପଦକ୍ଷେପ ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ୫ ଜଣ ପ୍ରତିଷ୍ଠିତ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ଚିହ୍ନଟ…

‘Bidesh Sikhyabruti’ Scholarship Scheme: ବିଦେଶ ଶିକ୍ଷାବୃତ୍ତି ପାଇଁ ଆବେଦନ ସମୟସୀମା ସେପ୍ଟେମ୍ବର ୧୮ ଯାଏଁ ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଅଧୀନରେ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖକୁ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧ ଥିଲା। ଉଚ୍ଚଶିକ୍ଷା ବିଭାଗ…

Gopabandhu Sambadika Swasthya Bima Yojana: ଆୟୁଷ୍ମାନ ଭାରତରେ ମିଶିବନି ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା’; ସାମ୍ବାଦିକଙ୍କ ପାଇଁ ପୂର୍ବପରି ବଳବତ୍ତର ରହିବ ଯୋଜନା

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’କୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ସମସ୍ତ ଗଣମାଧ୍ୟମ…

Big Relief for SC/ST Students: ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ୬ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଫି’: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ…

Odisha Govt Accepts BBSR DCP Resignation: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ତଥା ୨୦୧୩ ବ୍ୟାଚର ବରିଷ୍ଠ IPS ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ଏହାସହ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୁ ‘ଅନାପତ୍ତି ପ୍ରମାଣପତ୍ର’ ପଠାଇ…

Nuapada Land Registration Scam: ଜମି ପଞ୍ଜୀକରଣରେ ସ୍ୱଚ୍ଛତା ଆଣିବାକୁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ; ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ ଚିଠି

ନୂଆପଡ଼ା ଜିଲ୍ଲାରେ ହୋଇଥିବା ବେଆଇନ ଜମି ପଞ୍ଜୀକରଣ ଜାଲିଆତି ଘଟଣା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା, ଜବାବଦେହିତା ଓ କଡ଼ା ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ…