Tag: Nityananda Gond

Odisha Textbook Error: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାରା ଓଡ଼ିଶାରେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ…

Capital Police Sealed Media Office: ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଅଫିସ

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ମିଛ କହିବା ପଡ଼ିଲା ମହଙ୍ଗା। ସିଲ୍ ହେଲା ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ଫୋକସ ପ୍ଲସର ଅଫିସ । ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟକୁ ସିଲ୍ କଲା କ୍ୟାପିଟାଲ ଥାନା ପୋଲିସ । ଗଣମାଧ୍ୟମ ସାମ୍ନାରେ ସ୍କୁଲ ଏବଂ ଗଣଶିକ୍ଷା…

Textbook Controversy: ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ; ସମ୍ପାଦକ ସୁଧାଂଶୁଙ୍କର ନାରେ ଥାନାରେ ଏତେଲା

ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକଙ୍କ ସୁଧାଂଶୁ ରାଉତଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମର୍ଥକ। ଅଭିଯୋଗ ଅନୁଯାୟୀ…

Pension Scheme in Odisha: ଖୁବଶୀଘ୍ର ଖାତାକୁ ଆସିବ ବକେୟା ଭତ୍ତା ଟଙ୍କା: ନିତ୍ୟାନନ୍ଦ ଗଣ୍ଡ

ଖୁବଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚିବ ଭତ୍ତା ଟଙ୍କା ।ହିତାଧିକାରୀଙ୍କ ବକେୟା ଥିବା ସବୁ ମାସଗୁଡିକର ଭତ୍ତା ଏକାସାଙ୍ଗରେ ମିଳିଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି…

Summer Vacation: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ଖରାଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଦିନକୁ ଦିନ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରୁଛି ଜନଜୀବନ । ଏହାରି ମଧ୍ୟରେ ପିଲାଙ୍କ ଖରାଛୁଟିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

Teaching Posts Vacant In Adarsha Vidyalayas: ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ଶିକ୍ଷକ ପଦବୀ

ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ…

NEP 2020: ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଦିଆଯିବ ଶାରୀରିକ ଶିକ୍ଷା: ନିତ୍ୟାନନ୍ଦ ଗଣ୍ଡ

ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା । ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ସୁସ୍ଥ ରହିବା ଓ ଶାରୀରିକ ଶିକ୍ଷା ଦିଆଯିବ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…

School Uniform Delay: ପିଲାଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHGକୁ ବାତିଲ୍ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ୍ ଦେବାରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ…