ଖୁବଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚିବ ଭତ୍ତା ଟଙ୍କା ।ହିତାଧିକାରୀଙ୍କ ବକେୟା ଥିବା ସବୁ ମାସଗୁଡିକର ଭତ୍ତା ଏକାସାଙ୍ଗରେ ମିଳିଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ସଫ୍ଟୱେରରେ କିଛି ଭୁଲ ରହିଯାଇଛି ତାକୁ ସଂଶୋଧନ କରାଯାଉଛି। ତେଣୁ ଅଳ୍ପ ଦିନ ମଧ୍ୟରେ ଖୁବଶୀଘ୍ର ସମସ୍ତ ହିତାଧିକାରୀଙ୍କ ଖାତାକୁ ଭତ୍ତା ଟଙ୍କା । Post navigation Odisha BJP Govt’s Second Anniversary: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମିଳିତ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ PM Modi meets Trump on the sidelines of G-7 Summit