ତାଜା ଖବର ରାଜ୍ୟ Pension Scheme in Odisha: ଖୁବଶୀଘ୍ର ଖାତାକୁ ଆସିବ ବକେୟା ଭତ୍ତା ଟଙ୍କା: ନିତ୍ୟାନନ୍ଦ ଗଣ୍ଡ June 16, 2026 Papirani ଖୁବଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚିବ ଭତ୍ତା ଟଙ୍କା ।ହିତାଧିକାରୀଙ୍କ ବକେୟା ଥିବା ସବୁ ମାସଗୁଡିକର ଭତ୍ତା ଏକାସାଙ୍ଗରେ ମିଳିଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି…