ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାରା ଓଡ଼ିଶାରେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ। ସେ କହିଛନ୍ତି ଓଡ଼ିଶାର ପିଲାମାନଙ୍କ ପାଠ୍ୟପୁସ୍ତକରେ ଅନେକ ଭୁଲ ଅଛି। ଏପରି ଅବହେଳାକୁ ସହ୍ୟ କରାଯାଇପାରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାହରଣ ସୃଷ୍ଟି କରି ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ୍। Post navigation बिहार में प्रदर्शन के दौरान छात्रों पर AK-47 से फायरिंग करने वाला पुलिसकर्मी सस्पेंड