Tag: Naveen Patnaik

Naveen Targets Govt Over SI Recruitment: ପେପର୍‌ ଲିକ୍‌ ଆଶାୟୀଙ୍କ ଭବିଷ୍ୟତକୁ ନେଇ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌

ଗୋଟିଏ ପଟେ ସବ୍‌-ଇନ୍ସପେକ୍ଟର୍‌ (SI) ବ୍ୟାଚ୍‌ ପ୍ରଶିକ୍ଷଣ ଶେଷ କରି ଓଡ଼ିଶା ପୋଲିସରେ ନିଯୁକ୍ତି ପାଉଥିବା ବେଳେ, ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ହଜାର ହଜାର ଆଶାୟୀ ଏବେ ବି ଅନିଶ୍ଚିତତାରେ ରହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌…

Helicopter Expenses Row: ନବୀନ ଓ ପାଣ୍ଡିଆନଙ୍କ ବିରୋଧରେ ସରକାରୀ ଅର୍ଥ ହେରଫେର ଅଭିଯୋଗ ଘଟଣା; ରିଭିଜନ ପିଟିସନ ଖାରଜ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ସରକାରୀ ଅର୍ଥ ଅପବ୍ୟବହାର ଓ ହେରଫେର ଅଭିଯୋଗକୁ ନେଇ ଦାଏର ମାମଲାରେ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧୀର ଚରଣ ମହାନ୍ତିଙ୍କ ରିଭିଜନ ପିଟିସନକୁ ଖାରଜ କରିଛନ୍ତି…

MMDR Amendment Bill, 2026: ବିଜେପି ସାଂସଦଙ୍କୁ ନବୀନଙ୍କ କଡ଼ା ଚିଠି, ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅ’

ଓଡ଼ିଶାର ଖଣିଜ ସମ୍ପଦକୁ ନେଇ କେନ୍ଦ୍ର-ରାଜ୍ୟ ଅଧିକାରର ପ୍ରଶ୍ନକୁ ପୁଣିଥରେ ସାମ୍ନାକୁ ଆଣିଛି ବିଜେଡି । ଏମ୍‌ଏମ୍‌ଡିଆର୍‌ ଆମେଣ୍ଡମେଣ୍ଟ ବିଲ୍‌, ୨୦୨୬କୁ ଲୋକସଭାରେ ସମର୍ଥନ କରିଥିବା ଓଡ଼ିଶାର ବିଜେପି ସାଂସଦମାନଙ୍କୁ କଡ଼ା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ…

Naveen Slams MMDR Amendment Bill: ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ବିଲ୍‌ ବିରୋଧରେ ମିଳିତ ସଂଗ୍ରାମ ପାଇଁ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା

ସଂସଦରେ ନିକଟରେ ଗୃହୀତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ବିଲ୍‌ କୁ ନେଇ ଓଡ଼ିଶା ରାଜନୀତି ଗରମାଗରମ ହୋଇପଡ଼ିଛି। ଏହି ବିଲ୍‌ ଓଡ଼ିଶାର ସ୍ୱାର୍ଥ, ଅର୍ଥନୀତି ଏବଂ ସ୍ୱାୟତ୍ତଶାସନ ଅଧିକାର ପ୍ରତି ଏକ ବଡ଼ ଧକ୍କା ବୋଲି ଅଭିଯୋଗ…

Naveen Opposes India Hockey Jersey Colour Change: ହକି ଜର୍ସିର ରଙ୍ଗ ବଦଳିବାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସି ବଦଳରେ ଗେରୁଆ (ସାଫ୍ରନ୍) ରଙ୍ଗ କରାଯିବାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ…

Odisha Textbook Error: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସାରା ଓଡ଼ିଶାରେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ…

Naveen Praises Gen Z: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ Gen Zଙ୍କୁ ନବୀନ ପଟ୍ଟନାୟକଙ୍କ ପ୍ରଶଂସା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେଡି ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର Gen Z ଏବଂ ଯୁବସମାଜକୁ ପ୍ରଶଂସା କରିଛନ୍ତି । ନବୀନ କହିଛନ୍ତି, ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ…

Naveen to leave for Delhi Tomorrow: ଆସନ୍ତାକାଲି ଦିଲ୍ଲୀ ଯିବେ ନବୀନ

ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ । ସୂଚନା ଅନୁସାରେ ସେ ଦିଲ୍ଲୀରେ ପ୍ରାୟ ୮ ରୁ ୯ ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ…

Santrupt Misra Out: ବିଜେଡି ସଂସଦୀୟ ଦଳ ବୈଠକରୁ ସଂତୃପ୍ତ ଆଉଟ୍!

ବିଜୁ ଜନତା ଦଳ ସଂସଦୀୟ ଦଳର ବୈଠକରୁ ରାଜ୍ୟସଭା ସାଂସଦ ଡଃ ସଂତୃପ୍ତ ମିଶ୍ର ବାଦ୍ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ସଂସଦୀୟ ଦଳ ବୈଠକ ବସିଥିଲା । ଏହି…