Tag: Naveen Patnaik

Court Summons Naveen Patnaik And VK Pandian: ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ କୋର୍ଟ ନୋଟିସ୍

ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ପାଇଁ ଅଡୁଆ। ହେଲିକପ୍ଟର ବୁଲିବା ସହ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିବା ନେଇ ହୋଇଥିବା ମାମଲାରେ ଉଭୟଙ୍କୁ କୋର୍ଟ ସମନ୍ ଜାରି କରିଛନ୍ତି । ଖୋର୍ଦ୍ଧା ଜିଲା ଦୌରା ଜଜଙ୍କ…

BJD Meeting At Naveen Niwas: ନବୀନ ନିବାସରେ ବିଜେଡି ନେତାମାନଙ୍କ ବଡ଼ ବୈଠକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ସମେତ ଶୀର୍ଷ ରାଜନୈତିକ ନେତାମାନେ ମାନସ ମନ୍ଥନ ଅଧିବେଶନରେ ଯୋଗଦେବା…

Naveen Patnaik to Lead BJD’s Big Meet: ଜୁନ୍ ୧୦ରେ ବିଜେଡିର ବଡ଼ ବୈଠକ, ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକ

ଆସନ୍ତା ଜୁନ୍ ୧୦ ତାରିଖ, ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନରେ ବିଜୁ ଜନତା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା…

JSW’s Steel Project Work In Paradip: ୨ ବର୍ଷରେ ୨ ମୁଖ୍ୟମନ୍ତ୍ରୀ ଗୋଟିଏ କାରଖାନା ପାଇଁ କଲେ ଶିଳାନ୍ୟାସ

୨୦୨୪ ଫେବ୍ରୁଆରୀ ୧୭ ତାରିଖରେ ପାରାଦୀପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିନ୍ଦଲ ଷ୍ଟିଲ୍ ୱାର୍କ୍ସ ଇସ୍ପାତ କାରଖାନା ପାଇଁ ଆଧାରଶିଳା ରଖିଥିଲେ। ସେତେବେଳେ ଶିଳ୍ପ ସଚିବ ଥିଲେ ହେମନ୍ତ ଶର୍ମା । ଏହି ମେଗା ଇସ୍ପାତ ପ୍ରକଳ୍ପ ପାଇଁ ୬୫…

Attack on Raja Swain’s Car: ବିଧାୟକ ରାଜା ସ୍ଵାଇଁଙ୍କ ଉପରେ ଆକ୍ରମଣ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଆଠଗଡ଼ ବିଧାୟକ ରାଜା ସ୍ଵାଇଁଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ…

Couple Brutally Attacked in Berhampur: ବ୍ରହ୍ମପୁରରେ ଦମ୍ପତିଙ୍କୁ ଆକ୍ରମଣ ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରର ବିଚ୍ ରାସ୍ତା ମଝିରେ ଏକ ଯୁବକ ଦମ୍ପତିଙ୍କୁ ବାଉଁଶ ବାଡ଼ିରେ ନିର୍ମମ ଭାବରେ ପିଟି ପିଟି ଆକ୍ରମଣ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡେ…