Tag: Mann Ki Baat

Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’: ମୋଦିଙ୍କ ଜନ ଭାଗିଦାରୀ ଆହ୍ବାନକୁ ଆହୁରି ବ୍ୟାପକ କରିବାକୁ ମନମୋହନ ସାମଲଙ୍କ ପରାମର୍ଶ

ପ୍ରତିଥର ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୧୩୮ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ବିଭିିନ୍ନ ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିିଛନ୍ତି ପ୍ରଧାମନ୍ତ୍ରୀ ମୋଦିଜୀ। ସେ ସର୍ଜିକାଲ୍ ଷ୍ଟ୍ରାଇକ୍‌ର ୧୦ ବର୍ଷ ପୂର୍ତ୍ତି ବିଷୟରେ ଆଲୋକପାତ କରିବା…

PM Modi’s 137th Mann Ki Baat: ଇତିହାସ, ସ୍ୱଚ୍ଛତା ଓ ସ୍ୱାବଲମ୍ବନର ନୂଆ ଦିଗ ଦେଖାଉଛି ‘ମନ୍ କୀ ବାତ୍’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସୁପ୍ରସିଦ୍ଧ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୩୭ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ଇତିହାସ, ଯୁବଶକ୍ତିର ସୃଜନଶୀଳତା, ମହିଳା ସଶକ୍ତୀକରଣ ଏବଂ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅଧ୍ୟାୟରେ…

Mann ki baat: ୧୩୭ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ; ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୭ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । “ମନ୍ କି ବାତ୍‌”ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଦେଶଭକ୍ତି, ରାଷ୍ଟ୍ରଭକ୍ତି, ଜାତୀୟତାବାଦ ଏବଂ ଅଗଷ୍ଟ ମାସରେ କ୍ରାନ୍ତି…

PM Modi Praises Maithili Bhue: ‘ମନ୍‌ କି ବାତ୍‌’ରେ ଓଡ଼ିଶାର ମୈଥିଲୀ ଭୂଏଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୧୩୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ‘ଢୋଡ୍ରୋକୁସୁମ୍’ ଗ୍ରାମର ମହିଳାମାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ଡେବ୍ରିଗଡ଼ ଜଙ୍ଗଲ ସୁରକ୍ଷାକୁ ନିଜ ଜୀବିକାର ମାଧ୍ୟମ ବନାଇଥିବା ମୈଥିଲୀ ଭୂଏ ଏବଂ…

BBSR Joins ‘Catch The Rain’ Initiative: କ୍ୟାଚ୍ ଦ ରେନ୍‌ ପ୍ରୋଗ୍ରାମରେ ସାମିଲ ହୋଇଛି ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି

କ୍ୟାଚ୍ ଦ ରେନ୍‌ ପ୍ରୋଗ୍ରାମରେ ସାମିଲ ହୋଇଛି ଭୁବନେଶ୍ବର । ବର୍ଷା ଜଳ ସଂରକ୍ଷଣ ଉପରେ ‘ମନ୍‌ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ୪ ଜୁଲାଇରୁ ଆରମ୍ଭ ହୋଇଥିବା ଏହି…

PM Modi praises Odisha’s Bela Pana: ମନ୍‌ କି ବାତରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ମନ୍‌ କି ବାତ୍ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୩୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗ୍ରୀଷ୍ମ ପ୍ରବାହକୁ ନେଇ…

Mann Ki Baat: ବୈଜ୍ଞାନିକମାନେ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି: ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ୧୩୩ତମ ସଂସ୍କରଣରେ ସେ ବିଜ୍ଞାନ ଏବଂ ଜାତୀୟ ପ୍ରଗତି ମଧ୍ୟରେ ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି।…

Mann ki Baat: ମନ୍‌ କି ବାତ୍‌ରେ ଓଡ଼ିଶାର ଓମ ପ୍ରକାଶ ରଥ ଓ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହା କାର୍ଯ୍ୟକ୍ରମର ୧୩୨ତମ ସଂସ୍କରଣ ଏବଂ ୨୦୨୬ ବର୍ଷର ତୃତୀୟ ପ୍ରସାରଣ। ଏହି…

Mann Ki Baat: ମନ କି ବାତ ଜରିଆରେ ସାଧାରଣ ଲୋକଙ୍କ ଅସାଧାରଣ କାମକୁ ଲୋକଲୋଚନକୁ ଆଣୁଛନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ୧୩୧ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦିଜୀ ବିଶ୍ୱର ଏକମାତ୍ର ନେତା ଯିଏ କି “ମନ କି ବାତ ଜରିଆ”ରେ ସାଧାରଣ ଲୋକଙ୍କ ଅସାଧାରଣ ପ୍ରତିଭାକୁ ଲୋକଲୋଚନକୁ ଆଣୁଛନ୍ତି। ୧୪୦କୋଟି…

Mann ki Baat: ମନ୍ କି ବାତ୍‌ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆଜି ମନ କି ବାତର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ମୋଦି। ମୋଦି କହିଛନ୍ତି ଯୁବ ଚାଷୀ ହିରୋଦ ପଟେଲ…