ତାଜା ଖବର ରାଜ୍ୟ ECoR Cancels 21 Trains Over Cyclone ‘Arnab’: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ୨୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ October 27, 2026 Papirani ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ (ECoR) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇ ମୋଟ ୨୧ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ…
ତାଜା ଖବର ରାଜ୍ୟ Severe Cyclone Arnab Warning: କାଲି ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅର୍ଣ୍ଣବ; ବିଭିନ୍ନ କ୍ଷତି ଘଟିବାର ସମ୍ଭାବନାକୁ ନେଇ ସତର୍କ କଲେ IMD ଡିଜି October 27, 2026 Papirani ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ର ମହାନିର୍ଦ୍ଦେଶକ ଗଭୀର ଚିନ୍ତାପ୍ରକାଶ କରିବା ସହ ଦେଶ ଓ ରାଜ୍ୟବାସୀଙ୍କ ପାଇଁ ଜରୁରୀ ସତର୍କତା ଜାରି କରିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନରେ ଏହା ଆନ୍ଧ୍ର ଉପକୂଳରେ…
ତାଜା ଖବର ରାଜନୀତି ରାଜ୍ୟ Cyclone “Arnab”: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ମିଳିତ ଭାବେ ଆଗେଇ ଆସିବାକୁ ମନମୋହନ ସାମଲଙ୍କ ଆହ୍ଵାନ October 27, 2026 Papirani ରାଜ୍ୟରେ ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏଭଳି ସ୍ଥିତିରେ ବାତ୍ୟାକୁ ନେଇ କେହି ଆତଙ୍କିତ ନହୋଇ ସତର୍କ ରହିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟବାସୀ…
ତାଜା ଖବର ରାଜ୍ୟ Impact of Cyclone Arnab: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ମୁଖ୍ୟ ପରୀକ୍ଷା, ନୂଆ ସୂଚୀ ଜାରି କଲା OPSC October 27, 2026 Nirvay ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି OCS ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ପରିବର୍ତ୍ତନ କରିଛି ଓଡ଼ିଶା ଲୋକସେବା ଆୟୋଗ (OPSC)। ଆୟୋଗ ପକ୍ଷରୁ ଜାରି ନୂଆ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୨୯ ଓ ୩୦ ତାରିଖରେ ହେବାକୁ ଥିବା…
ତାଜା ଖବର ରାଜ୍ୟ Cyclone ‘Arnab’ Threat: ବାତ୍ୟା ‘ଅର୍ଣ୍ଣବ’ ଭୟ: ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା October 27, 2026 Papirani ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାତ୍ୟାର ପ୍ରଭାବ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ,…
ତାଜା ଖବର ରାଜ୍ୟ Cyclone Arnab Warning: ବାତ୍ୟା ‘ଅର୍ଣ୍ଣବ’ ପାଇଁ ପାରାଦୀପ ବନ୍ଦରରେ ୨ ନଂ ସତର୍କ ଜାରି; ମୁକାବିଲା ପାଇଁ ପ୍ରଶାସନ ସଜାଗ October 27, 2026 Papirani ଓଡ଼ିଶା ଉପକୂଳ ଆଡକୁ ମାଡିଆସୁଛି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ଭୟବହତାକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରମୁଖ ଜଳପଥ ତଥା ପାରାଦୀପ…
ତାଜା ଖବର ଦେଶ ରାଜ୍ୟ चक्रवाती तूफान ‘अर्नब’ ने लिया भीषण रूप, 4 राज्यों में अलर्ट, 53 ट्रेनें रद्द October 27, 2026 Nirvay भारतीय मौसम विभाग (IMD) ने मंगलवार को बताया कि चक्रवाती तूफान ‘अर्नब’ पश्चिम-मध्य बंगाल की खाड़ी के ऊपर और अधिक तीव्र होकर एक ‘बहुत गंभीर चक्रवाती तूफान’ (Very Severe Cyclonic…
ତାଜା ଖବର ରାଜ୍ୟ Cyclone Arnab Intensifies: ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’ October 26, 2026 Papirani ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହି କ୍ରମଶଃ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଏକ ଭୀଷଣ ବାତ୍ୟାର ରୂପ ନେଇସାରିଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି…
ତାଜା ଖବର ରାଜ୍ୟ trains cancelled due to impending cyclone: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଦକ୍ଷିଣତଟ ରେଳପଥ ପକ୍ଷରୁ ୮ଟି ଟ୍ରେନ୍ ଯାତ୍ରା ବାତିଲ୍ ଓ ୨ଟି ଟ୍ରେନ୍ ରୁଟ୍ ପରିବର୍ତ୍ତିତ October 26, 2026 Papirani ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ଯାତ୍ରୀମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭାରତୀୟ ରେଳବାଇ ପକ୍ଷରୁ ମୋଟ ୮ଟି ଟ୍ରେନ୍ ସେବାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଅନ୍ୟ ୨ଟି…
ତାଜା ଖବର ରାଜ୍ୟ Madhusudan Dash Assigned to Lead Nuapada Relief Work: ବାତ୍ୟା ଅର୍ଣ୍ଣବ ମୁକାବିଲା: ନୁଆପଡ଼ା ଜିଲ୍ଲା ପାଇଁ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ ମଧୁସୂଦନ ଦାସଙ୍କୁ ମିଳିଲା ନିଯୁକ୍ତି October 26, 2026 Papirani ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଜନସ୍ୱାର୍ଥ ଏବଂ ତତ୍ପରତାକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀ ନିର୍ଦ୍ଦେଶନାମା…