ତାଜା ଖବର ରାଜ୍ୟ Chief Secretary Reviews Cyclone Situation: ରାଜୀବ ଭବନରେ ବାତ୍ୟା ସମୀକ୍ଷା; ଗଞ୍ଜାମରେ ଜଳବନ୍ଦୀଙ୍କୁ ଉଦ୍ଧାର ପାଇଁ ହେବ ଏୟାରଲିଫ୍ଟ: ମୁଖ୍ୟ ଶାସନ ସଚିବ October 29, 2026 Papirani ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ଏହାର ପରବର୍ତ୍ତୀ ସ୍ଥିତିକୁ ନେଇ ଆଜି ରାଜୀବ ଭବନରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍…
ତାଜା ଖବର ରାଜ୍ୟ Cyclone Arnab Impact: ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବ: ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ October 29, 2026 Papirani ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଏବଂ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଓଡ଼ିଶା ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା…
ତାଜା ଖବର ରାଜ୍ୟ Odisha CM Reviews Cyclone Arnab Situation: : ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ୧୭ ଜିଲ୍ଲା ପ୍ରଭାବିତ, ଗଜପତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ October 28, 2026 Papirani ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ନିଜର ପ୍ରଭାବ ଦେଖାଇବା ପରେ ସ୍ଥିତିର ତଦାରଖ ପାଇଁ ସ୍ୱେଶାଲ ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ…
ତାଜା ଖବର ରାଜ୍ୟ Cyclone Arnab Impacts Capital: ରାଜଧାନୀରେ ବାତ୍ୟାର ପ୍ରଭାବ; ପବନରେ ଭାଙ୍ଗିଲା ବଡ ବଡ ଗଛ ଓ ପୂଜା ପେଣ୍ଡାଲ October 28, 2026 Papirani ରାଜଧାନୀ ଭୁବନେଶ୍ୱରରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ବାତ୍ୟା ଜନିତ ପ୍ରବଳ ପବନ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଓ ସହ ପୂଜା ପେଣ୍ଡାଲର ତୋରଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଡମଣା ଅଞ୍ଚଳରେ…
ତାଜା ଖବର ରାଜ୍ୟ Cyclone Arnab: ଆଜି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ବେଗରେ ବହିବ ପବନ October 28, 2026 Nirvay ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଆଜି ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାରେ…
ତାଜା ଖବର ରାଜ୍ୟ Cyclone Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ October 28, 2026 Papirani ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହି ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ କରାଯାଇଛି।…
ତାଜା ଖବର ରାଜ୍ୟ Cyclone Arnab Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଭୁବନେଶ୍ୱରରୁ କୋଲକାତା ଇଣ୍ଡିଗୋ ବିମାନ ବାତିଲ୍ October 28, 2026 Nirvay ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବାତିଲ୍ କରାଯାଇଛି । ସକାଳ ୮ଟା ୪୦ ମିନିଟ୍ରେ ଉଡ଼ାଣ ଭରିବାକୁ ଥିବା ବିମାନ 6E7432ର ଉଡ଼ାଣ ବାତିଲ୍ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।…
ତାଜା ଖବର ରାଜ୍ୟ Cyclone ‘Arnab’ Preparedness: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା; ୮ ଜିଲ୍ଲାର ୨୮ ହଜାର ଲୋକ ସ୍ଥାନାନ୍ତରିତ: SRC October 28, 2026 Papirani ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବାତ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରୁ ପ୍ରାୟ…
ତାଜା ଖବର ରାଜ୍ୟ Cyclone Arnab: ଛତିଶଗଡ ମୁହାଁ ବାତ୍ୟା: ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ଫ୍ଲାସ୍ ଫ୍ଲଡ୍ ଆଶଙ୍କା: ମନୋରମା ମହାନ୍ତି October 28, 2026 Papirani ବାତ୍ୟା ଛତିଶଗଡ଼ ମୁହାଇଁବା ସମୟରେ ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଏହି ବାତ୍ୟା ଓ ପାଣିପାଗର ପରିବର୍ତ୍ତନ କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ…
ତାଜା ଖବର ରାଜ୍ୟ kataka Shuts All Schools Tomorrow: ବାତ୍ୟା ଅର୍ଣ୍ଣବ ପ୍ରଭାବ: କାଲି କଟକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା October 27, 2026 Papirani ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି କାଲି କଟକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କଟକ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ କାଲି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି…