Tag: Cyclone Arnab

Taptapani Ghat Landslide: ତପ୍ତପାଣି ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ରାସ୍ତାବନ୍ଦ, ଯାତ୍ରୀ ହନ୍ତସନ୍ତ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ତପ୍ତପାଣି ଘାଟିରେ ଏକ ବଡ଼ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ପ୍ରକୃତିର ପ୍ରକୋପରେ ଅନେକ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ…

Schools To Remain Closed Today In Sundaragada: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ବନ୍ଦ

ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲାରେ ଥିବା ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲପକୁ…

Cyclone Arnab: ବାହୁଦା ନଦୀର ବନ୍ୟାଜଳରେ ଜଳମଗ୍ନ NH-୧୬, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷା ଯୋଗୁଁ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ ଇଚ୍ଛାପୁରମ ନିକଟରେ ବନ୍ୟାଜଳ ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଥିବାରୁ NH-୧୬ରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ…

Odisha Flood Situation: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ମାରାଥନ୍ ସମୀକ୍ଷା ଓ ରିଲିଫ୍ କାର୍ଯ୍ୟର ତଦାରଖ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ (SRC) କାର୍ଯ୍ୟାଳୟରେ ଥିବା ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

Ganjam Flood Crisis: ବନ୍ୟାସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଗଞ୍ଜାମ ଓ ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୋହନ ଚରଣ ମାଝୀ । ଏହି ଗସ୍ତ ସମୟରେ ସେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର…

Cyclone ‘Arnab’ Impact: ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି: ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କ୍ଷିପ୍ର କରିବାକୁ ମନମୋହନ ସାମଲଙ୍କ ନିର୍ଦ୍ଦେଶ 

ସମ୍ପ୍ରତି ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଏବଂ ମାଲକାନଗିରି ଆଦି ଜିଲ୍ଲାରେ ବାତ୍ୟା ଓ ପ୍ରବଳ…

Cyclone Impact: CT/D.El.Ed. ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍‌-ଅପ୍ ଆଡ୍‌ମିସନ୍ ଅବଧି ୨ ଦିନ ବୃଦ୍ଧି

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି CT/D.El.Ed. (Diploma in Elementary Education (D.El.Ed) and Certificate in Teaching (CT) ପାଠ୍ୟକ୍ରମର ୨୦୨୬-୨୦୨୮ ଶିକ୍ଷାବର୍ଷ ପାଇଁ ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍‌-ଅପ୍…

Ganjam Flood Situation Critical: ଗଞ୍ଜାମରେ ବନ୍ୟା ସ୍ଥିତି ଗମ୍ଭୀର: ୨୨ଟି ବ୍ଲକ୍ ଏବଂ ୧୮ଟି ସହରାଞ୍ଚଳ ପ୍ରଭାବିତ

ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ବାତ୍ୟାରେ ବେଶୀ ପ୍ରଭାବିତ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟସ୍ୱ ବିଭାଗ ମନ୍ତ୍ରୀ ସୁରେଶ…

Floodwaters Surge Over Railway Tracks in Odisha: ଓଡ଼ିଶାରେ ରେଳ ଟ୍ରାକ୍ ଉପରେ ବନ୍ୟାଜଳ; ୯ଟି ଟ୍ରେନ୍ ବାତିଲ ଓ ୧୪ଟିର ଗତିପଥ ପରିବର୍ତ୍ତନ

ରେଳ ଟ୍ରାକ୍ ଉପରେ ବନ୍ୟାପାଣି ମାଡ଼ିଆସିବା କାରଣରୁ ଓଡ଼ିଶାରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଇଚ୍ଛାପୁରମ-ଖାଡ଼ୁପଡ଼ି ସେକ୍ସନରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟ ୯ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ…

Amit Shah Reviews Cyclone Situation with Odisha CM: ବାତ୍ୟା ଅର୍ଣ୍ଣବକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହ, ସମସ୍ତ ସହାୟତା ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନଙ୍କ ସହ…