ତାଜା ଖବର ରାଜ୍ୟ Flood Crisis: ଗଞ୍ଜାମ ଓ ଗଜପତି ବନ୍ୟା-ଭୂସ୍ଖଳନ ଦୁର୍ଦ୍ଦଶାକୁ ନେଇ ବିଜେପି ସରକାରଙ୍କୁ ଭକ୍ତ ଚରଣ ଦାସଙ୍କ ତୀବ୍ର ସମାଲୋଚନା October 31, 2026 Nirvay ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ପାଇଁ ବିଜେପି ସରକାରଙ୍କ ଚରମ ଅବହେଳା, ଅପାରଗତା ଓ ଦାୟିତ୍ୱହୀନ ଆଭିମୁଖ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ତୀବ୍ର…
ତାଜା ଖବର ରାଜନୀତି ରାଜ୍ୟ Ganjam Flood: ବନ୍ୟା ସ୍ଥିତି ସମୀକ୍ଷା ବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ October 31, 2026 Nirvay ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରିଲିଫ୍ ବଣ୍ଟନରେ ବିଳମ୍ବ ଓ ସହାୟତା ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…
ତାଜା ଖବର ରାଜ୍ୟ Ganjam Floods: ଓଡ଼ିଶା ଇତିହାସରେ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ, ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିମି ବର୍ଷା October 31, 2026 Nirvay ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ରେକର୍ଡ ହୋଇଛି ଅତି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୪୬ ମିଲିମିଟର ବର୍ଷା ହୋଇଛି, ଯାହା ଓଡ଼ିଶାର ବର୍ଷା ରେକର୍ଡ ଇତିହାସରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ସ୍ୱତନ୍ତ୍ର…
ତାଜା ଖବର ରାଜ୍ୟ Cyclone Aftermath: ଆସିକାରେ ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ସ୍ୱାଭାବିକ ହେଉଛି ଯାତାୟାତ October 31, 2026 Nirvay ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବାଧାବିଘ୍ନ ଯୋଗୁଁ ପ୍ରଭାବିତ ଆସିକାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି । ସମନ୍ୱିତ ପ୍ରୟାସ ଯୋଗୁଁ ଆସିକାର ସ୍ଥିତିରେ କ୍ରମାଗତ ଉନ୍ନତି ଆସୁଛି ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ…
ତାଜା ଖବର ରାଜ୍ୟ Flood Management in Ganjam: ଗଞ୍ଜାମରେ ବନ୍ୟା ମୁକାବିଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ October 30, 2026 Nirvay ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ୩୦ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୩୦ ଜଣ OAS ଓ ORS ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିଚାଳନା…
ତାଜା ଖବର ରାଜ୍ୟ Ganjam Floods: ୨୪ ଘଣ୍ଟା ପରେ ଏନ୍ଏଚ୍-୧୬ରେ ସ୍ୱାଭାବିକ ହେଲା ଯାତାୟାତ October 30, 2026 Nirvay ଦୀର୍ଘ ୨୪ ଘଣ୍ଟା ପରେ ଜାତୀୟ ରାଜପଥ-୧୬ରେ ଯାତାୟାତ ସ୍ୱାଭାବିକ ହୋଇଛି । ଏହା ସହ ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ମଧ୍ୟରେ ଗମନାଗମନ ପୁଣି ଆରମ୍ଭ ହୋଇଛି । ବାହୁଦା ନଦୀର ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିବାରୁ ଅଞ୍ଚଳରେ ସ୍ଥିତି…
ତାଜା ଖବର ରାଜ୍ୟ Odisha Releases Additional 20 Cr For Ganjam: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଗଞ୍ଜାମର ବନ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ୨୦ କୋଟି ଟଙ୍କା ମଞ୍ଜୁର October 30, 2026 Papirani ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଏବଂ ଏହାଫଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲା ପାଇଁ ମୋଟ ଆର୍ଥିକ…
ତାଜା ଖବର ରାଜ୍ୟ No Change in OPSC Exam Schedule: ବାତିଲ ହେବନି OPSC ପରୀକ୍ଷା, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ମନ୍ତ୍ରୀ ସୁରେଶ ପୂଜାରୀ October 30, 2026 Nirvay ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷା ପରୀକ୍ଷା ଘୁଞ୍ଚିବ ନାହିଁ, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରୀକ୍ଷା ଥରେ ଘୁଞ୍ଚାଇଲେ ପୁନର୍ବାର ଆୟୋଜନ କରିବାକୁ ପ୍ରାୟ ୬…
ତାଜା ଖବର ରାଜ୍ୟ Ganjam Floods Situation: ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି: ଆକାଶମାର୍ଗରୁ ରିଲିଫ୍ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ October 30, 2026 Papirani ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି କାର୍ଯ୍ୟାଳୟରେ…
ତାଜା ଖବର ରାଜ୍ୟ Cyclone Arnab Aftermath: ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ October 30, 2026 Nirvay ବାତ୍ୟା ‘ଅର୍ଣ୍ଣବ’ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ଆସନ୍ତା ନଭେମ୍ବର ୨ ତାରିଖରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ…