କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ୧.୪୦ କୋଟି ଟଙ୍କାର ବିତ୍ତୀୟ ଅନିୟମିତତା/ଜାଲିୟାତି ଅଭିଯୋଗରେ ଆଜି ଗିରଫ କରାଯାଇଛି। ଏସସିବି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ମଙ୍ଗଳାବାଗ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

 

 

Leave a Reply

Your email address will not be published. Required fields are marked *