ତାଜା ଖବର ରାଜ୍ୟ SCB Medical College DEO Arrested: ୧.୪୦ କୋଟି ଟଙ୍କାର ହେରଫେର: କଟକ SCB ମେଡିକାଲର ଡାଟା ଏଣ୍ଟ୍ରି ଅପରେଟର ଗିରଫ August 28, 2026 Papirani କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ୧.୪୦ କୋଟି ଟଙ୍କାର ବିତ୍ତୀୟ ଅନିୟମିତତା/ଜାଲିୟାତି ଅଭିଯୋଗରେ ଆଜି ଗିରଫ କରାଯାଇଛି। ଏସସିବି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି…