Tag: Fraud

SCB Medical College DEO Arrested: ୧.୪୦ କୋଟି ଟଙ୍କାର ହେରଫେର: କଟକ SCB ମେଡିକାଲର ଡାଟା ଏଣ୍ଟ୍ରି ଅପରେଟର ଗିରଫ

କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ୧.୪୦ କୋଟି ଟଙ୍କାର ବିତ୍ତୀୟ ଅନିୟମିତତା/ଜାଲିୟାତି ଅଭିଯୋଗରେ ଆଜି ଗିରଫ କରାଯାଇଛି। ଏସସିବି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି…

Fraud Case In BBSR: ରାଜଧାନୀରେ ୨୯ ଲକ୍ଷ ଠକେଇ ଅଭିଯୋଗ; ସ୍ୱାମୀ ଗିରଫ; ପତ୍ନୀ ଫେରାର

ଅଧିକ ଟଙ୍କା ଲୋଭ ଦେଖାଇ ଶତାଧିକ ଲୋକଙ୍କୁ ଲୁଟୁଥିବା ଏକ ବଡ଼ ଠକେଇ ଦମ୍ପତିଙ୍କ ପର୍ଦ୍ଦାଫାଶ କରିଛି ପୋଲିସ। ନିଜକୁ ଓପିଟିସିଏଲ୍ (OPTCL) ଅଧିକାରୀ କହି ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଠାରୁ ୨୯ ଲକ୍ଷ ଠକେଇ ଅଭିଯୋଗରେ ପୋଲିସ ଜଣେ…

Puri Shrimandir: ପୁରୀ ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ବଡ଼ ଠକେଇ; ସେବକଙ୍କୁ ନୋଟିସ୍

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ବଡ଼ ଠକେଇ । ଜଣେ ସେବାୟତ ନକଲି ରସିଦ ଦେଇ ଧ୍ୱଜା ବାନ୍ଧିବାକୁ ଜଣେ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଅଭିଯୋଗ ହୋଇଛି ।…

ବନ୍ଧା ହେଲେ ଠକ ହଂସିତାଙ୍କ ପ୍ରକୃତ ସ୍ୱାମୀ

ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲଙ୍କ ମାମଲା ନେଇ ସମ୍ନାକୁ ଆସିଲା ସାଂଘାତିତ ତଥ୍ୟ। ଆୟକର ହାତରେ ଧରାପଡ଼ିଲେ ଠକ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରିରେ ଏକ କାରରୁ ହଂସିତାଙ୍କ ସ୍ବାମୀ ସରୋଜ ସାହୁଙ୍କୁ ଧରିଛନ୍ତି ଆୟକର ବିଭାଗ । ନିଜର…

ଭୁବନେଶ୍ୱର ବୈକୁଣ୍ଠ ଧାମ ଆଶ୍ରମ ରେ ଉତ୍ତେଜନା : ଲୁଚି ପଳାଇଲେ କୁନି ବାବା

ଶିଶୁ କଲ୍ୟାଣ କମିଟି ରବିବାର ଦିନ ଜଣେ ବ୍ଯକ୍ତିଙ୍କ ବିରୋଧରେ ସ୍ୱତଃପ୍ରବୃତ ମକଦ୍ଦମା ଦାୟର କରି ଅଭିଯୋଗ କରିଛି ଯେ ସେ ତାଙ୍କ ପୁଅକୁ କଲ୍କି ଅବତାର କିମ୍ବା ଭଗବାନ ବିଷ୍ଣୁଙ୍କ ପୁନର୍ଜନ୍ମ ଭାବରେ ଉପସ୍ଥାପିତ କରିଛନ୍ତି। ଏହି ଘଟଣା ଉପରେ…

ପୋଷ୍ଟାଲ ନିଯୁକ୍ତି ଦୁର୍ନୀତି: ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ଼୍

ଓଡ଼ିଶା ଡାକ ବିଭାଗ ନିଯୁକ୍ତିରେ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ଏନେଇ ସିବିଆଇ ଗୁରୁବାର ଦିନ ୬୭ରୁ ଅଧିକ ସ୍ଥାନରେ ରେଡ୍‌ କରିଥିବା ସୂଚନା ମିଳିଛି। ଏହି ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ରହିଛନ୍ତି ।…