ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ । ତିନି ରଥଯାତ୍ରା ରଥରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚା ଚରମାଳ ନିର୍ମାଣ ପାଇଁ ଢେଙ୍କାନାଳରୁ ତାଳ କାଠ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୮ ଖଣ୍ଡ ତାଳକାଠ ଆସି ପହଞ୍ଚିଲା । ଭୋଇ ସେବକମାନେ ଚାରମାଳ ନିର୍ମାଣରେ ବ୍ୟବହାର କରିବେ । ପହଣ୍ଡି ସମୟରେ ୩ ରଥରେ ୧୬ ଗୋଟି ଚାରମାଳ ଲାଗିବ

Leave a Reply

Your email address will not be published. Required fields are marked *