ତାଜା ଖବର ରାଜ୍ୟ Rath Yatra 2026: ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ May 28, 2026 Papirani ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ । ତିନି ରଥଯାତ୍ରା ରଥରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚା ଚରମାଳ ନିର୍ମାଣ ପାଇଁ ଢେଙ୍କାନାଳରୁ ତାଳ କାଠ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୮ ଖଣ୍ଡ ତାଳକାଠ ଆସି ପହଞ୍ଚିଲା…