ବହୁଚର୍ଚ୍ଚିତ ତ୍ୱିଶା ମୃତ୍ୟୁ ମାମଲାରେ ଗିରଫ ହେଲେ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ । ଭୋପାଳ ସ୍ଥିତ ବାସଭବନରୁ ଗିରଫ କଲା ସିବିଆଇ । ଆଗୁଆ ଜାମିନକୁ ରଦ୍ଦ କରିବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଦିନ ତାଙ୍କୁ ହେପାଜତକୁ ନେଇଛି।

Leave a Reply

Your email address will not be published. Required fields are marked *