ତାଜା ଖବର ଦେଶ Twisha Sharma Death Case: ତ୍ବିଶା ମୃତ୍ୟୁ ମାମଲା: ଗିରଫ ହେଲେ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ May 28, 2026 Papirani ବହୁଚର୍ଚ୍ଚିତ ତ୍ୱିଶା ମୃତ୍ୟୁ ମାମଲାରେ ଗିରଫ ହେଲେ ଶାଶୁ ପୂର୍ବତନ ବିଚାରପତି ଗିରିବାଳା ସିଂ । ଭୋପାଳ ସ୍ଥିତ ବାସଭବନରୁ ଗିରଫ କଲା ସିବିଆଇ । ଆଗୁଆ ଜାମିନକୁ ରଦ୍ଦ କରିବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଦିନ…