ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆଜି ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ନୁଆ ସଭାପତି ଭାବେ ମନମୋହନ ସିଂହ ଦାୟିତ୍ଵ ନେବା ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ସହ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚାଯିବ…

ଆଜି ଶପଥ ନେବେ ସିଦ୍ଧରମେୟା

କଂଗ୍ରେସ ଗଢିବ ନୁଆ ସରକାର। ବେଙ୍ଗାଳୁରୁ କାନ୍ତିରଭା ଷ୍ଟାଡିୟମରେ ଜୋରସୋର ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ମୂଖ୍ୟମନ୍ତ୍ରୀ ଭାବେ ସିଧର୍ମେୟ ଓ ଉପମୁଖ୍ୟମନ୍ତ୍ରି ଭାବେ ଡିକେ ସିବକୁମାର ଶପଥ ନେବେ। ଆଜି ଶପଥ ଗ୍ରହଣ ସମାରୋହରେ ପ୍ରାୟ ୨୫ରୁ…

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ହୋଇଛି ଅଦଳବଦଳ।କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନେଇ ତାଙ୍କୁ ଭୁ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି। ରିଜୁଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲ ଙ୍କୁ ଆଇନ ମନ୍ତ୍ରାଳୟ ରିଜୁଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲ ଙ୍କୁ ଆଇନ ମନ୍ତ୍ରାଳୟ…

ବିଜେଡିର ବାଜିମାତ୍

ବିଜେଡିର_ବାଜିମାତ୍ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ -୪୮,୬୧୯ ଭୋଟରେ ଜିତିଲେ ଦୀପାଳି ଦାସ -ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ ଦୀପାଳି -ସମସ୍ତ ରାଉଣ୍ଡ ଗଣତି ଶେଷ, ବିଧିବଦ୍ଧ ଘୋଷଣା ବାକିଝାରସୁଗୁଡ଼ାରେ ବିଜେଡିର ବଡ ବିଜୟ, ବାପାଙ୍କ ଠୁ ଅଧିକ…

ନବମ ରାଉଣ୍ଡରେ ବିଜେଡି ଆଗୁଆ ।

ଝାରସୁଗୁଡ଼ା ଉପନିର୍ବାଚନ: ନବମ ରାଉଣ୍ଡରେ ବିଜେଡି ଆଗୁଆ । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୩ ହଜାର ୫୯୦ ଖଣ୍ଡ ଭୋଟରେ ଆଗୁଆ ।

କର୍ଣ୍ଣାଟକାରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି

ବର୍ତ୍ତମାନର ଟ୍ରେଣ୍ଡ ଦେଖିଲେ କ୍ଷମତାସୀନ ବିଜେପି ଠାରୁ କଂଗ୍ରେସ ବହୁ ଆଗରେ ରହିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ…

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୫, ୭୫୧ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୩୫୬୦୯ ଭୋଟ ମିଳିଥିବା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ। ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ…

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ। ଖୁବଶିଘ୍ର ଜବାବ ଦଖଲ କରି ରାଜ୍ଯ ସରକାରଙ୍କୁ ନୋଟିସ୍ କରାଯାଇଛି। ମୂଖ୍ୟ ଶାସନ ସଚିବ ଓ…