ଭୁବନେଶ୍ୱରରେ ଜେପି ନଡ୍ଡା , ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏନେଇ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ ହୋଇଛି । ନଡ୍ଡା ବିମାନବନ୍ଦରରେ…

ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧିର ୩ ମାସ ବୃଦ୍ଧି

ଏଜେନ୍ସୀ : ନୂଆଦିଲ୍ଲୀ : ମାଗଣା ରାସନ ଯୋଜନାରେ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି। ଆଗକୁ ପୂଜା ଉତ୍ସବକୁ ଦୃଷ୍ଟିରେ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ପ୍ରତିଶତ ଡିଏ ବଢ଼ିଲା

ଏଜେନ୍ସୀ : ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂଜା ଭେଟି ଦେଲେ କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଏହି…

ଅଙ୍କିତା ହତ୍ୟା ମାମଲା: ଫାଷ୍ଟଟ୍ରାକ କୋର୍ଟରେ ହେବ ବିଚାର, ୨୫ ଲକ୍ଷ ସହାୟତା

ଏଜେନ୍ସୀ :ଡେରାଡୁନ : ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାର ଶୁଣାଣି ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ତୁରନ୍ତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏପରି ଘୋଷଣା କରିଛନ୍ତି। ଏଥିସହ ଅଙ୍କିତାଙ୍କ ପରିବାର…

ଭିତ୍ତିଭୂମି ନଥାଇ ଡେଡ୍‌ଲାଇନ କିଭଳି ଦେଲ- ହାଇକୋର୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍‌ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ…

ମନୀଷ ସିସୋଦିଆ ନାଁ ନେବାକୁ ଗିରଫ ବିଜୟଙ୍କ ଉପରେ ପଡ଼ିଥିଲା ଚାପ

ଏଜେନ୍ସୀ : ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତିରେ ସିବିଆଇ ଆପର କମ୍ୟୁନିକେସନ ଇନଚାର୍ଜ ତଥା ବ୍ୟବସାୟୀ ବିଜୟ ନାଏରଙ୍କୁ ଗିରଫ କରିଛି । ଏହାକୁ ଆପ୍‌ ନିନ୍ଦା କରିବା ସହ ସିବିଆଇ ବିରୋଧ ସାଂଘାତିକ ଅଭିଯୋଗ ଆଣିଛି । ବିଜୟଙ୍କ…

ଭାଜପା ସାଂସଦ ରବି କିଶନଙ୍କ ଠାରୁ ୩ କୋଟି ଠକେଇ

ଏଜେନ୍ସୀ : ଗୋରଖପୁର : ଠକେଇର ଶିକାର ହୋଇଛନ୍ତି ଅଭିନେତାରୁ ଭାଜପା ସାଂସଦ ହୋଇଥିବା ରବି କିଶନ । ତାଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ମୁମ୍ବାଇର ଜଣେ ବ୍ୟବସାୟୀ ୩.୨୫ କୋଟି ଟଙ୍କା ଠକି ନେଇଛନ୍ତି । ଏନେଇ ତାଙ୍କ…

ସାଉଦିର ପ୍ରଧାନମନ୍ତ୍ରୀ ହେଲେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ

ଏଜେନ୍ସୀ : ରିୟାଦ : ସାଉଦି ଆରବର ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । କ୍ରାଉନ ପ୍ରିନ୍ସ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଏଜେନ୍ସୀ : ଜାମ୍ମୁ କାଶ୍ମୀର : ଜାମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ଚଳାଇଥିବା ଅପରେସନକୁ ଆଜି ପୁଣି ସଫଳତା ମିଳିଛି । କୁଲଗାମର ଅହୱାଟୋ ଗାଁରେ ଘଟିଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ…

୬ଟି ବାଇକ ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ

ନିର୍ଭୟ ମିଡ଼ିଆ : କଳାହାଣ୍ଡି : ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ । ଭବାନିପାଟଣାର ସହରର ଇରିଗେସନ କଲୋନୀରେ ଘଟିଛି ଏଭଳି କିଛି ଅଘଟଣ । ଗତ ବିଳମ୍ବିତ ରାତିରେ କଲୋନିର ରୋଶନ…